Author:

ଏୟାରପୋର୍ଟରେ ଦୁଇ ବିମାନ ମଧ୍ୟରେ ଧକ୍କା: ଚାଲିଗଲା ୪ ଜଣଙ୍କ ଜୀବନ

ଏଜେନ୍ସୀ : ୱାଶିଂଟନ : ଉତ୍ତର ଲସ ବେଗାସ ଏୟାରପୋର୍ଟରେ ବଡ଼ ଅଘଟଣ ଘଟିଛି। ଏୟାରପୋର୍ଟରେ ଦୁଇଟି ଛୋଟ ବିମାନ ମଧ୍ୟରେ ଘଟିଛି ଦୁର୍ଘଟଣା। ବିମାନ ଦୁଇଟି ପରସ୍ପର ସହ ଧକ୍କା ହେବାରୁ ଚାଲି ଯାଇଛି ୪ ଜଣଙ୍କ ଜୀବନ। ରବିବାର…

ଅଚାନକ ମାଡ଼ି ଆସିଲା ବନ୍ୟା ପାଣି, ଚାଲିଗଲା ୧୨ ଜଣଙ୍କ ଜୀବନ

ଏଜେନ୍ସୀ : ବେଜିଂ : ଲଗାଣ ବର୍ଷା ପରେ ଅଚାନକ ବନ୍ୟା ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଚାଇନାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଏଯାଏ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ହଜାର ଲୋକଙ୍କୁ ସୁରକ୍ଷିତ…

ଏଲଓସିରେ ଫାଟିଲା ଗ୍ରେନେଡ, କ୍ୟାପ୍ଟେନଙ୍କ ସମେତ ୨ ସହିଦ

ଏଜେନ୍ସୀ : ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ନିକଟ ଏଲଓସିରେ ବଡ଼ ଅଘଟଣ ଘଟିଛି। ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ହେବାରୁ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଛନ୍ତି। ସେହିପରି…

ନର୍ମଦା ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

ଏଜେନ୍ସୀ : ଭୋପାଲ : ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଗୋଟିଏ ଯାତ୍ରୀବାହୀ ବସ୍। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍ ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ନର୍ମଦା ନଦୀକୁ ଖସି ପଡ଼ିବାରୁ…

ହୀରାକୁଦ ଛାଡ଼ିଲା ବନ୍ୟାପାଣି: ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରୁହ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ଆଜି ହୀରାକୁଦରୁ ଛଡ଼ାଗଲା ଏ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ପ୍ରଥମେ ୭ନଂ ଗେଟ୍ରେ ପାଣି ଛଡ଼ାଯାଇଛି।ପ୍ରଥମ ପର୍ୟ୍ୟାୟରେ ୫ଟି ଗେଟ୍ ଖୋଲାଯିବ ଜଣାପଡ଼ିଛି। ପରମ୍ପରା ଅନୁସାରେ…

ବୀମା ରାଶି ପ୍ରଦାନ ଦାବିରେ କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ

ନିର୍ଭୟ ମିଡ଼ିଆ : ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବୀମା ରାଶି ପ୍ରଦାନ ଦାବିରେ ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଉପଖଣ୍ଡର ୬ଟି…

ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ, ଏବେ ଦୋଷମୁକ୍ତ ହେଲେ ୧୨୧ ଆଦିବାସୀ

ଏଜେନ୍ସୀ : ରାୟପୁର : ଛତିଶଗଡ଼ର ଦାନ୍ତେୱାଡାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ୧୨୧ ଜଣ ଆଦିବାସୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଆଦିବାସୀ ଲୋକମାନଙ୍କୁ ମାଓବାଦୀ ସନ୍ଦେରେ ଦୀର୍ଘ ୫ ବର୍ଷ ହେଲା ଜେଲରେ ବନ୍ଦୀ କରି ରଖାଯାଇଥିଲା। ୨୦୧୭ ମସିହାରେ…

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଅସମ୍ଭବ ଭିଡ଼

ନିର୍ଭୟ ମିଡ଼ିଆ : ଆଠଗଡ଼ : କରୋନା କଟକଣା ହେତୁ ଗତ ୨ ବର୍ଷ ହେବ ବୋଲବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମିଳିଛି ଗ୍ରୀନ୍ ସିଗନାଲ୍ । ଫଳରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ…

ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ? ଆଜି ଏଥିପାଇଁ ପଢ଼ିବ ଭୋଟ। ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା।…

ଧବଳେଶ୍ୱର ପୀଠକୁ କାଉଡ଼ିଆଙ୍କୁ ବାହୁଙ୍ଗି ବାରଣ

ନିର୍ଭୟ ମିଡ଼ିଆ :ଆଠଗଡ଼ : ଏଥର ଶ୍ରାବଣ ମାସରେ କାଉଡ଼ିଆ ମାନେ ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଆଠଗଡ଼…