Author:

ଭୁବନେଶ୍ୱରରେ ପହଞ୍ଚିଲା ଆଇଏଲ୍‌ଏସ୍‌ ନିର୍ଦ୍ଦେଶକଙ୍କ ମୃତଦେହ, ଆଜି ହେବ ଶେଷକୃତ୍ୟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିବଙ୍ଗତ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ମରଶରୀର ଗୌହାଟୀରୁ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।…

ଚୀନର ଦୋମୁହାଁ ନୀତି: ଏପଟେ ଶାନ୍ତି ଆଲୋଚନା, ସେପଟେ ସମରାଭ୍ୟାସ

ଏଜେନ୍ସୀ : ନୂଆଦିଲ୍ଲୀ : ସୁଧୁରୁନି ଡ୍ରାଗନ୍। ପୁଣି ଚାଲାକି ଦେଖାଇଛି ଚୀନ, ଆପଣାଇଛି ଦୋମୁହାଁ ନୀତି। ଗୋଟିଏ ପଟେ ଏଲ୍ଏସିରେ ଶାନ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ ଆଉ ଗୋଟିଏ ପଟେ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସମରାଭ୍ୟାସ ଚଳାଇଛି ଡ୍ରାଗନ୍।…

ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ୱାଇ + ସୁରକ୍ଷା

ଏଜେନ୍ସୀ : ମୁମ୍ବାଇ : ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା। ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା…

ରାସ୍ତା ନ ଥିବାରୁ ଉଜୁଡ଼ିଗଲା ସଂସାର

ନିର୍ଭୟ ମିଡ଼ିଆ : ରେଢ଼ାଖୋଲ : ଗାଁକୁ ରାସ୍ତା ଖଣ୍ଡେ ନ ଥିବାରୁ ଅକାଳରେ ଚାଲିଗଲା ଜଣେ ରୋଗୀଙ୍କ ଜୀବନ। ଦୀର୍ଘ ୫ କିମି ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ଖଟିଆରେ ରୋଗୀ ବୋହି ଆଣିବାକୁ ଲାଗିଗଲା ୨ ଘଣ୍ଟାରୁ…

ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ, ମାମଲା ରୁଜୁ

ଏଜେନ୍ସୀ : ଥିରୁବନନ୍ତପୁରମ୍ : ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଗଲା ବାଧ୍ୟ। ଏଭଳି କିଛି ଅଭିଯୋଗ ଆସିଛି କେରଳର କୋଲମ ଜିଲ୍ଲାରୁ। ନିକଟରେ କେରଳରେ ମେଡିକାଲ ପ୍ରବେଶିକା…

ଏଣିକି ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଟୁଇନ ସିଟି ସମେତ ସମ୍ବଲପୁର ପରେ ଏବେ କରୋନା ରୋକିବାକୁ ନିୟମକୁ କଡ଼ାକଡ଼ି କଲା ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)। ଏଣିକି ବ୍ରହ୍ମପୁରରେ ବି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏବେ ଦୈନିକ ହଜାରେ…

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସ୍: ଆଗରେ ଋଷି ସୁନକ

ଏଜେନ୍ସୀ : ଲଣ୍ଡନ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗାଦି ଆଡକୁ ନିକଟତର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍। କନ୍ଜରଭେଟିଭ୍ ପାର୍ଟିର ତୃତୀୟ ପର୍ୟ୍ୟାୟ ଭୋଟରେ ବି ସୁନକ୍ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ଭୋଟିଂରେ ତାଙ୍କୁ ମିଳିଛି ୧୧୫ ଭୋଟ୍।…

ଲୁଲୁ ମଲରେ ନମାଜ ପାଠ ବିବାଦ, ୪ ଜଣଙ୍କୁ ବାନ୍ଧିଲା ପୁଲିସ

ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଲୁଲୁ ମଲରେ ନମାଜ ପାଠ ମାମଲାରେ ଆକ୍ସନ ମୋଡରେ ପୁଲିସ। ମଲ୍ ଭିତରେ ନମାଜ ପାଠ କରିଥିବା ୪ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କୁ ଲକ୍ଷ୍ନୌ ପୁଲିସ ପଚରାଉଚରା…

ଶିବସେନାରେ ପୁଣି ବିଦ୍ରୋହ! ଭାଜପାକୁ ଢଳୁଛନ୍ତି ୧୨ ସାଂସଦ

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଏବେବି ଥମିନି। ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା। ଏହାରି ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀରେ ପୁଣି ବିଦ୍ରୋହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଥର ଏହି…

ଟିପରକୁ ପଛରୁ ପିଟିଦେଲା ଯାତ୍ରୀବାହୀ ବସ୍

ନିର୍ଭୟ ମିଡ଼ିଆ : କୋରାପୁଟ : ରାସ୍ତାରେ ଛିଡ଼ା ହୋଇଥିବା ଟିପରକୁ ପଛରୁ ପିଟିଲା ଯାତ୍ରୀବାହୀ ସରକାରୀ ବସ୍ । ଆଜି ସକାଳୁ ସକାଳୁ କୋରାପୁଟ ଜିଲ୍ଲା ୨୬ ନଂ ଜାତୀୟ ରାଜପଥର ଶୁଣ୍ଢି ପୁଙ୍ଗାର ନିକଟରେ ଏହି ମର୍ମନ୍ତୁଦ ବସ୍…