Author:

୧୨ ଶହ ନିକଟତର ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୧୧୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୯୯, ଲୋକାଲ କେସ୍‌- ୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ…

କିଏ ହେବେ ଦେଶର ରାଷ୍ଟ୍ରପତି, ଆଜି ଖୋଲିବ ଭାଗ୍ୟ

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶ ପାଇବ ତାର ପଞ୍ଚଦଶ ରାଷ୍ଟ୍ରପତି । ଖୋଲିବ ବାଲଟ୍‌ ବକ୍ସ । ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ? ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ନା ମିଳିତ ବିପକ୍ଷ ପ୍ରାର୍ଥୀ…

ମୁସେୱାଲା ହତ୍ୟାକାରୀଙ୍କୁ ଏନକାଉଣ୍ଟର

ଏଜେନ୍ସୀ : ଚଣ୍ଡିଗଡ : ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ମାମଲାରେ ପୁଲିସକୁ ମିଳିଛି ବଡ ସଫଳତା। ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ଟଳିଛି। ଆଉ ଜଣଙ୍କୁ…

ଚେକିଂ ବେଳେ କନଷ୍ଟେବଲଙ୍କ ଉପରେ ଟ୍ରକ୍ ମଡ଼ାଇଦେଲେ

ଏଜେନ୍ସୀ : ଅହମଦାବାଦ : ପୁଣିଥରେ ଚେକିଂ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ପୁଲିସ୍ କର୍ମଚାରୀ। ଗୁଜରାଜଟର ଆନନ୍ଦ ଜିଲ୍ଲାରେ ଚାଲିଥିବା ଚେକିଂ ବେଳେ ଜଣେ କନଷ୍ଟେବଲଙ୍କ ଉପରେ ଟ୍ରକ୍ ମଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲାର ବୋରସାଦ…

ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

ଏଜେନ୍ସୀ : ମୁମ୍ବାଇ : ଅଡୁଆରେ ଅଭିନେତ୍ରୀ ଅମିଷା ପଟେଲ । ତାଙ୍କ ନାଁରେ ଜାରି ହେଲା ୱାରେଣ୍ଟ । ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ଏହି ୱାରେଣ୍ଟ ଜାରି କରିଛନ୍ତି । କୋର୍ଟରେ ସଠିକ୍‌ ସମୟରେ ହାଜର ନହେବା…

କ୍ୟାଟ୍ରିନା ଦେବେ କି ଗୁଡ଼ ନ୍ୟୁଜ ?

ଏଜେନ୍ସୀ : ମୁମ୍ବାଇ : ଆଲିଆ ଭଟ୍ଟ ଯେବେଠାରୁ ମା’ ବନିବାକୁ ଯାଉଥିବା ଖବର ଦେଲେ ସେବେଠାରୁ କ୍ୟାଟ୍ରିନାଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ଯଦିଓ କ୍ୟାଟ୍ରିନା ଅଦ୍ୟାବଧି ଏନେଇ ମୁହଁ ଖୋଲି ନାହାଁନ୍ତି ତେବେ ତାଙ୍କ ସମର୍ଥକ…

ଝରଣା ପାଣି କାଶୀପୁରରେ ଝାଡ଼ାବାନ୍ତିର କାରଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ । ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ…

ବାଘଛାଲ ବିକ୍ରି ଲାଗି ଚାଲିଥିଲା ଡିଲ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବ୍‌ଜାରେ ବନ୍ୟାପ୍ରାଣୀ ମାଫିଆ । କୋରାପୁଟ ଜିଲ୍ଲା ରାମଗିରି ଗୁପ୍ତେଶ୍ୱର ଗେଟ୍‌ ନିକଟରେ ବାଘଛାଲ ବିକ୍ରି ଲାଗି ଡିଲ୍‌ ବେଳେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୁଲିସ । ଗିରଫ ଅଭିଯୁକ୍ତ ଜଣକ…

ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଏଜେନ୍ସୀ : କଲମ୍ବୋ : ଶେଷରେ ବହୁ ବାଦ ବିବାଦ ଓ ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଗୋଟବାୟା…