୩ଟି ଜେସିବି ଜାଳିଦେଲେ, କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ନକ୍ସଲ July 25, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ହିସାକାଣ୍ଡ ଘଟାଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ପଦେଡ଼ା ଗାଁରେ ଜିଓ ଟାୱାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡ଼ିକୁ ନକ୍ସଲମାନେ…
ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ July 25, 2022 ନିର୍ଭୟ ମିଡ଼ିଆ : ସୁନ୍ଦରଗଡ଼ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଆଜି ସକାଳୁ ସକାଳୁ ପିଟିଛି ଏକ ସରକାରୀ ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ବସ୍ଡ୍ରାଇଭର ଗୁରୁତର ହୋଇଥିବା ବେଳେ ପ୍ରାୟ ୫ ଜଣ ଯାତ୍ରୀ ଆହତ…
ହୀରାକୁଦ କେନାଲରେ ୨୦ଫୁଟ୍ର ଘାଇ July 25, 2022 ନିର୍ଭୟ ମିଡ଼ିଆ : ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ହୀରାକୁଦ ଡ୍ୟାମର ଅତ୍ୟଧିକ ପାଣି ସହ ବର୍ଷାପାଣି…
ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର July 25, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ସକାଳେ ରୋଷେଇ କଲାବେଳେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ପରେ ପରିବାର ଲୋକ ସିଲିଣ୍ଡରଟିକୁ ରୋଷେଇ ଘରୁ ବାହାରକୁ ଆଣୁଥିଲେ । ଏହି ସମୟରେ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା । ଏଥିରେ ପରିବାରର…
୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ବର୍ଷା ସମ୍ଭାବନା July 25, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆଜିଠୁ ୨୬ ତାରିଖ ସକାଳ ଯାଏ ରାଜ୍ୟର ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମ୍ମମ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ…
ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ July 25, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଦୁଇଟି ଡବଲ ଡେକର ବସ୍ ପରସ୍ପରକୁ ଧକ୍କା ଦେଇଥିବାରୁ ଚାଲି ଯାଇଛି ୮ ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ଆଉ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…
ରାଷ୍ଟ୍ରପତି ଭାବେ ଶପଥ ନେଲେ, ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ July 25, 2022 ଏଜେନ୍ସୀ : ନୂଆଦିଲ୍ଲୀ : ସବୁ ଅପେକ୍ଷାର ଅନ୍ତ ଘଟିଛି । ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ । ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…
ଜାଲରେ ପଡ଼ିଲା ବିରଳ ୩୨ କେଜିର ତେଲିଆ ମାଛ, ମୂଲ୍ୟ ୩ଲକ୍ଷ July 23, 2022 ନିର୍ଭୟ ମିଡିଆ : ଚାନ୍ଦବାଲି ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ମାଛ ତାଙ୍କୁ ରାତାରାତି କରିଦେଇଛି ଲକ୍ଷପତି । ଏହି ମାଛଟି ଥିଲା ବିରଳ ପ୍ରଜାତିର ତେଲିଆ ମାଛ । ଓଜନ ୩୨ କେଜି । କଲିକତାର ଏକ କମ୍ପାନୀ ୩…
ପତି-ପତ୍ନୀ ଅର୍ ୱ : ରାସ୍ତା ଉପରେ ‘ଷ୍ଟାର’କଳି July 23, 2022 ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାରଙ୍କ କଳି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତା ବାବୁ ସାନ୍ଙ୍କ ସହ ତାଙ୍କ ପତ୍ନୀ ଝଗଡା କରୁଛନ୍ତି । ତେବେ ଏହି ଝଗଡାର କାରଣ ଅଭିନେତ୍ରୀ ପ୍ରକୃତି ମିଶ୍ର ନୁହଁନ୍ତି ତ?…
କିରାଣୀ ବ୍ୟବସାୟୀଙ୍କୁ ହତ୍ୟାକଲେ ନକ୍ସଲ July 22, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ଛତିଶଗଡର ସୁକମା ଜିଲ୍ଲା କୋଣ୍ଟା ବ୍ଲକ ଅନ୍ତର୍ଗତ ପୋଲମପଲ୍ଲୀ ଥାନା ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୧୧ ଟା ସମୟରେ ୨୦ରୁ ୩୦ ନକ୍ସଲ ଗ୍ରାମୀଣ ଭେଷଭୁଷାରେ ଆସି ଜଣେ କିରାଣି ବ୍ୟବସାୟୀ ମରକାମ…