Author:

ରାକେଶ ଓ ଶମିତାଙ୍କ ବ୍ରେକ୍‌ଅପ୍‌

ଏଜେନ୍ସୀ : ମୁମ୍ବାଇ ଭାଙ୍ଗିଲା ଆଉ ଏକ ଯୋଡି । ଅଲଗା ହେଲେ ଆଉ ଏକ ଷ୍ଠାର୍‌ କପଲ । ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତାଙ୍କ ହେଲା ବ୍ରେକ୍‌ଅପ୍‌…

ରେଲୱେରେ ଚାକିରି ପାଇଁ ଜମି ଘୋଟାଲା : ଲାଲୁଙ୍କ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

ଏଜେନ୍ସୀ : ନୂଆଦିଲ୍ଲୀ : ରେଲୱେରେ ଚାକିରି ପାଇଁ ଜମି ଘୋଟାଲାରେ ତତକାଳୀନ କେନ୍ଦ୍ର ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀଙ୍କୁ ସିବିଆଇ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୋଳା ଯାଦବ ।…

ଭାଜପା ଯୁବ ନେତାଙ୍କୁ ନୃଶଂସ ହତ୍ୟା

ଏଜେନ୍ସୀ : ବାଙ୍ଗାଲୋର : ଭାଜପା ଯୁବ ନେତାଙ୍କୁ ନୃଶଂସ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ଜଣେ ଭାଜପା ଯୁବ ମୋର୍ଚ୍ଚାର ସଦସ୍ୟଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି । ମୃତକ…

ଭାଜପା ବିଧାୟକଙ୍କୁ ବର୍ଷେ ଜେଲ

ଏଜେନ୍ସୀ : ମିଜୋରାମ : ମହଙ୍ଗା ପଡ଼ିଲା ଦୁର୍ନୀତି । ଭାଜପା ବିଧାୟକଙ୍କୁ ବର୍ଷେ ଜେଲ । ଏକ ଘୋଟାଲା ମାମଲାରେ ମିଜୋରାମର ଭାଜପା ବିଧାୟକ ବୁଦ୍ଧ ଧନ ଚକମା ଏବଂ ଅନ୍ୟ ୧୨ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ହୋଇଛି…

ନକ୍ସଲଙ୍କ ନାଁ ନେଇ ଅର୍ଥ ଆଦାୟ କରୁଥିଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ

ନିର୍ଭୟ ମିଡ଼ିଆ : କଳାହାଣ୍ଡି : ଆଉ ବରଦାସ୍ତ କରାଯିବନି । ଆମ ନାଁ ଧରି ଠିକାଦାରଙ୍କୁ ଭୟଭିତ କରିବା ସହ ସେମାନଙ୍କ ନିକଟରୁ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ । କିଛି ଦିନର ବ୍ୟବଧାନ ପରେ କଳାହାଣ୍ଡି…

୧୧ ବରିଷ୍ଠ ଓଏଏସ ଅଫିସରଙ୍କର ହେଲା ବଦଳି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୧୧ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍‌ ଅଫିସର…

ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଶିକ୍ଷା ଅଧିକାରୀ

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ଚାକିରି ଜୀବନରୁ ଅବସର ନେବାକୁ ଆଉ ୩ ଦିନ ବାକି ଥିଲା । ତା’ ପୂର୍ବରୁ ଲାଞ୍ଚ ନେଇ ଧରା ପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ୨୦ ହଜାର…

ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାର ଦିନକ ପରେ ବିଜଦରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ଜେଲରୁ ମୁକୁଳିଛନ୍ତି । ସେ ବାଣପୁର ସବଜେଲ୍‌ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ ବିତାଉଥିଲେ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ; ଏମ୍‌ବିଏରେ ଶ୍ରଦ୍ଧାରବିନ୍ଦ,ଏମ୍‌ସିଏରେ ଈଶାନ୍ତ ଟପ୍ପର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…

ମଙ୍କିପକ୍ସ ଲକ୍ଷଣ ଥାଇ ଜଣେ ହସପିଟାଲରେ ଭର୍ତ୍ତି

ଏଜେନ୍ସୀ : ନୂଆଦିଲ୍ଲୀ : କାୟା ମେଲାଉଛି ମଙ୍କିପକ୍ସ । ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ମଙ୍କିପକ୍କ ଲକ୍ଷଣ ଥାଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ…