ଅର୍ପିତା ମୁଖାର୍ଜୀଙ୍କ ଟଙ୍କା ଭର୍ତ୍ତି ୪ ଦାମୀ କାର୍ ଗାଏବ, ଖୋଜୁଛି ଇଡି July 29, 2022 ଏଜେନ୍ସୀ : ନୂଆଦିଲ୍ଲୀ : ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କର…
ବାଲ୍ୟ ବିବାହ ନ ରୋକିଲେ ପଦରୁ ହଟିବେ ଗାଁ ମୁଖିଆ July 29, 2022 ଏଜେନ୍ସୀ : ପାଟନା : ବିହାରର ଗ୍ରାମପଞ୍ଚାୟତ ମୁଖିଆମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ବାଲ୍ୟ ବିବାହ ତଥା ଯୌତୁକ ପ୍ରଥା ପରି ବ୍ୟାଧୀ ସମାଜକୁ ଗ୍ରାସ କରୁଥିବା ବେଳେ ଏହାକୁ ରୋକିବା ଦାୟିତ୍ୱ ପଞ୍ଚାୟତ ମୁଖିଆଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି।…
ମଶାରୀ ଭିତରେ ବିକ୍ଷୋଭ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ଆନ୍ଦୋଳନ ଜାରି July 29, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଓ ଜିଏସଟି ଉପରେ ଆଲୋଚନା କରିବାକୁ ଦାବି କରି ସଂସଦରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ଏକାଧିକ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ବୁଧବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା…
ସୁଇଚ୍ ବନ୍ଦ କଲା ବେଳେ ମାରିଲା କରେଣ୍ଟ, ଜଣେ ମୃତ July 29, 2022 ନିର୍ଭୟ ମିଡ଼ିଆ : କୋଣାର୍କ ଲାଇଟ୍ ସୁଇଚ୍ ବନ୍ଦ କଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ସାଉରିଆ ଗାଁର ନିରଞ୍ଜନ ବେହେରା। ତାଙ୍କୁ ୪୫…
ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର July 29, 2022 ନିର୍ଭୟ ମିଡ଼ିଆ :ରାଉରକେଲା : ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ସେକ୍ଟର ୧୬ଅଞ୍ଚଳର ଶିବାଜୀ ନଗର ବସ୍ତିରେ। ମୃତ ଯୁବକ ଜଣଙ୍କ ହେଲେ ସୋନୁ ବଡାଇକ ।…
ଇଞ୍ଜେକସନ ନେଇ ବିଗିଡ଼ିଲା ୨୧ ରୋଗୀଙ୍କ ସ୍ୱାସ୍ଥ୍ୟ July 29, 2022 ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ରୋଗ ଅନୁଯାୟୀ ଦିଆଗଲା ଇଞ୍ଜେକସନ । ହେଲେ ଭଲ ହେବା ପରିବର୍ତ୍ତେ ଥରିଲେ ୨୧ ରୋଗୀ । ଅବସ୍ଥା ସାଂଘାତିକ ହେବାରୁ ଅଧାରୁ ଅଧିକ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ଏପରି ଅଘଟଣ…
ରନ୍ୱେରୁ ଖସିଲା ଇଣ୍ଡିଗୋ ବିମାନ July 29, 2022 ଏଜେନ୍ସୀ : ଆସାମ : ରନ୍ୱେରୁ ଖସିଲା ଇଣ୍ଡିଗୋ ବିମାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆସାମ ଜୋରହାଟ ବିମାନବନ୍ଦରରେ ଇନ୍ଦିଗୋର ଏକ ବିମାନ ଉଡାଣ ଆରମ୍ଭ କରୁଥିବା ବେଳେ ରନ୍ୱେରୁ ଖସି ପଡିଥିଲା । ଏଥିରେ କୌଣସି ଯାତ୍ରୀ…
ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ସାଇନ୍ସ୍ ପାର୍କ July 29, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ଖତ ଖାଉଛି ସାଇନ୍ସ୍ ପାର୍କ । ସତ୍ତା ହରାଉଛି କୋରାପୁଟର ଇକୋ ଟୁରିଜିମ୍ ପାର୍କ । ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାବେଳେ ରକ୍ଷାଣା ବେକ୍ଷଣ ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାରେ ନିର୍ମିତ…
ଆଜି ରାଜ୍ୟରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ July 29, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ କାଲିଠାରୁ ଆଜି ୧୦ ଜଣ କମ୍ ସଂକ୍ରମିତ ହୋଇଛନ୍ତି । ଗତକାଲି ରାଜ୍ୟରେ ୧୦୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ମନ୍ତ୍ରିମଣ୍ତଳରୁ ବିଦା ହେଲେ ପାର୍ଥ ଚାଟାର୍ଜୀ July 28, 2022 ଏଜେନ୍ସୀ : କୋଲକାତା : ଶେଷରେ ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହାତ ଥିବା ଅଭିଯୋଗ ହୋଇଛି।…