ନିଯୁକ୍ତିର କିଛି କ୍ଷଣ ମଧ୍ୟରେ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ August 17, 2022 ଏଜେନ୍ସୀ : ଜମ୍ମୁ : କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି ମିଳିବା ପରେ ସେ ଏହି ପଦରୁ ଓହରିଯାଇଛନ୍ତି । ଦଳ ଉପରେ ପ୍ରବଳ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ତାଙ୍କୁ…
ଆବର୍ଜନା ସ୍ଥଳରୁ ୧୭ ଭୃଣ ଉଦ୍ଧାର August 17, 2022 ଏଜେନ୍ସୀ : କୋଲକାତା : କେଉଁଠୁ ଆସିଲା ଏତେ ଭ୍ରୁଣ । ଏ ସବୁକୁ କିଏ ଫିଙ୍ଗିଲା । ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ । ଆବର୍ଜନାସ୍ଥଳରୁ ଉଦ୍ଧାର ହେଲା ୧୭ ଭ୍ରୁଣ । ହାଉଡ଼ା ମ୍ୟୁନିସିପାଲଟି ଉଲୁବେରିଆ ସହରରୁ ଏଡି ଭ୍ରୁଣମାନ ଉଦ୍ଧାର…
ୱିଙ୍ଗ୍ କମାଣ୍ଡର ଅଭିଷେକ ପୂଜାରୀଙ୍କୁ ରାଷ୍ଟ୍ରପତି ସମ୍ମାନ August 17, 2022 ଏଜେନ୍ସୀ : ନୂଆଦିଲ୍ଲୀ : ୱିଙ୍ଗ୍ କମାଣ୍ଡର ଅଭିଷେକ ପୂଜାରୀଙ୍କୁ ସମ୍ମାନଜନକ ମେନସନ୍ ଇନ୍ ଡେସପାଚ୍ ସମ୍ମାନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ୍ ଆକ୍ରମଣ ବେଳେ ଏରୋନଟିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ଅଭିଷେକ ପୂଜାରୀ…
୯ ଜଣ ଟ୍ରାନ୍ସଜେଣ୍ଡରକୁ ପୁଲିସ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର August 17, 2022 ଏଜେନ୍ସୀ : ରାୟପୁର : ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର । ଛତିଶଗଡ଼ ପୁଲିସ ନିଯୁକ୍ତିରେ ଚୟନ ହୋଇଥିବା ୨୧୦୦ କନଷ୍ଟେବଳଙ୍କମଧ୍ୟରେ ୯ ଜଣ ଟ୍ରାନ୍ସଜେଣ୍ଡର ପ୍ଲସ ଅଛନ୍ତି । ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର ‘ଫାଇଟ୍ସ୍କିମ’ ଅଧିନରେ ଚୟନ…
କୁଳ ଲଙ୍ଘିଲା ଧନୁଆ ନଦୀ, ବାଘମାରିରେ ବୁଡ଼ିଲା ଏନଏଚ୍; ନିମାପଡ଼ା-ଭୁବନେଶଶ୍ୱର ଯୋଗାଯୋଗ ଠପ୍ August 17, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବା ବେଳେ କୁଳ ଲଘୁଛି ଗୋଟିଏ ପରେ ଗୋଟିଏ ନଦୀ । ଗତକାଲି ରାତିରେ ଧନୁଆ ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି…
ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ଦେବୀ ନଦୀ August 17, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ମହାନଦୀରେ ଉପରମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ନଦୀ ବିପଦ ସଙ୍କେତ ପାର କରିଛି । ବିଭିନ୍ନ ସ୍ଥାନରେ ବିପଦ…
ରାଜଧାନୀରେ ପଶିଲା ବନ୍ୟା ପାଣି August 17, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜଧାନୀରେ ପଶିଛି ବନ୍ୟାଜଳ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି…
ଉଛୁଳୁଛି ମହାନଦୀ, ୧୦ ଜିଲ୍ଲାକୁ ଆଲର୍ଟ August 17, 2022 ନିର୍ଭୟ ମିଡ଼ିଆ : କଟକ : ହୀରାକୁଦ ଡ୍ୟାମରେ ଏବେ ୪୦ଟି ଗେଟ୍ନେଇ ଜଳ ନିଷ୍କାସିତ ହେଉଥିବାରୁ ଉଛୁଳୁଛି ମହାନଦୀ । ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । କଟକ ମୁଣ୍ଡଳିଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ…
ମୁଣ୍ଡଳିରେ କମୁଛି ଜଳସ୍ତର, ତଥାପି ବିପଦସଙ୍କେତ ଉପରେ ମହାନଦୀ August 17, 2022 ନିର୍ଭୟ ମିଡ଼ିଆ : କଟକ : ସମଗ୍ର ରାଜ୍ୟରେ ବନ୍ୟାକୁ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଣ୍ଡଳିଠାରେ କିନ୍ତୁ ସାମାନ୍ୟ ଖସିଛି ଜଳସ୍ତର । ଏହା ସତ୍ତ୍ୱେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ମହାନଦୀ ।…
ଗୁଡ୍ ନ୍ୟୁଜ୍ ଦେଲେ ବିପାଶା August 16, 2022 ଏଜେନ୍ସୀ : ମୁମ୍ବାଇ : ଖୁବଶୀଘ୍ର ମା’ ହେବେ ବଲିଉଡର ଡସ୍କି ବିୟୁଟି ବିପାଶା ବାସୁ। ତାଙ୍କ ଘରକୁ ଆସିବେ କୁନି ଅତିଥି। ବିପାଶା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଦୁଇରୁ ତିନି ହେବାକୁ ଯାଉଛନ୍ତି। ବଲିଉଡର ଏହି…