Author:

ଜ୍ଞାନବ୍ୟାପୀ ମସଜିଦ ମାମଲା: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ, ୨୨ରୁ ଶୁଣାଣି

ଏଜେନ୍ସୀ : ଲକ୍ଷ୍ନୌ : ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିର ମାମଲରେ ବାରଣାସୀ ଜିଲ୍ଲା କୋର୍ଟର ଫଇସଲା ଆସିଛି। ହିନ୍ଦୁଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଜିଲ୍ଲା ଜଜ୍। ଜଷ୍ଟିସ୍ ଅଜୟ କୃଷ୍ଣା ବିଶ୍ୱେଶ ୫…

ଶୁଣାଣି ପୂର୍ବରୁ କୋର୍ଟ ପରିସରରେ ବ୍ୟାପକ ଛାଉଣି, ଜଗିଛନ୍ତି ୨୦୦୦ ଯବାନ

ଏଜେନ୍ସୀ : ଲକ୍ଷ୍ନୌ : ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲା ଶଣାଣି ଯୋଗ୍ୟ ନା ନାହିଁ, ସେ ନେଇ ଆଉ କିଛି ସମୟ ମଧ୍ୟରେ ଶୁଣାଣି ହେବ। ଆଜି ବାରଣାସୀ ଜିଲ୍ଲା ଜଜ୍ ଏହି ମାମଲାର ରାୟ ଶୁଣାଇବେ।…

ରାଜଧାନୀରେ କଟକଣାମୁକ୍ତ ଦୂର୍ଗା ପୂଜା, ଶୋଭା ପାଇବେ ୧୭୮ଟି ମେଢ଼

ନିର୍ଭୟ ମିଡିଆ : ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ସସମ୍ତ ପୂଜାପର୍ବାଣୀ ବନ୍ଦ ହୋଇ ଯାଇଥିଲା। ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ବେଶ୍…

ଟ୍ରାଫିକରେ ଫସିଗଲା କାର୍, ଅପରେସନ୍ କରିବାକୁ ୩ କିମି ଦୌଡ଼ିଲେ ଡାକ୍ତର

ଏଜେନ୍ସୀ : ନୂଆଦିଲ୍ଲୀ : ଡାକ୍ତର ହେବ ତ ଏମିତି। ରୋଗୀଙ୍କ ଚିକିତ୍ସା ପାଇଁ ରାସ୍ତାରେ ଦୌଡିଲେ। ଟ୍ରାଫିକରେ ଫସିଯିବା ପରେ କାର୍ ଛାଡି ୩ କିଲୋମିଟର ଦୌଡି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର। ଆଉ ରୋଗୀଙ୍କ କଲେ ସଫଳ ଅସ୍ତ୍ରୋପଚାର। ଏଭଳି…

ସୋନାଲି ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ, ରାଜି ହେଲେ ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ପାଣାଜୀ : ଟିକଟକ ଷ୍ଟାର୍ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ଖୁଲାସା। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ କରାଗଲା ହତ୍ୟା ସେ ନେଇ ଖୋଲତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା। ଗୋଆ…

ମାଲକାନଗିରିରେ ପ୍ରବଳ ବର୍ଷା: ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ

ନିର୍ଭୟ ମିଡିଆ : ମାଲକାନଗିରି : ପ୍ରବଳ ବର୍ଷାରେ ବୁଡ଼ିଲା ମାଲକାନଗିରି ଜିଲ୍ଲା। ମାଲକାନଗିରି ସୀମାନ୍ତ ମୋଟୁ ନିକଟରେ ଥିବା କୁଇଗୁର ପୋଲ ଉପରେ ୨ରୁ ୩ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ…

ସାତ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅଭିଭାବକ ମହାସଂଘର ଆମରଣ ଅନଶନ

ନିର୍ଭୟ ମିଡିଆ : ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ବାସଭବନ ସମ୍ମୁଖରେ ଅଭିଭାବକ ମହାସଂଘ ପକ୍ଷରୁ ଆମରଣ ଅନଶନ କରାଯାଉଛି। ସାତ ଦଫା ଦାବି ନେଇ ଅଭିଭାବକ ମହାସଂଘ ଅନଶନରେ ବସିଛି। ଉପରୋକ୍ତ ସାତ ଦଫା ଦାବିଗୁଡ଼ିକ ହେଲା…

ରାମ ମନ୍ଦିର ତିଆରି ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି!

ଏଜେନ୍ସୀ : ନୂଆଦିଲ୍ଲୀ : ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର। ଖୁବ ଜୋର୍ସୋର୍ରେ ମନ୍ଦିର ନିର୍ମାଣ କାମ ଚାଲିଛି। ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି। ତେବେ ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦…

ଅହମ୍ମଦାବାଦ ଆପ୍‌ ଅଫିସ୍‌ରେ ରେଡ୍‌

ଏଜେନ୍ସୀ : ଅହମ୍ମଦାବାଦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଛା ଛାଡ଼ୁନି ଟେନସନ୍‌ । ଅବକାରୀ ନୀତିକୁ ନେଇ ସିବିଆଇ, ଇଡି ଘାଣ୍ଟି ସାରିବା ପରେ ଏବେ ପଦାକୁ ଆସିଛି ସିଏନ୍‌ଜି ବସ୍‌କିଣା ଦୁର୍ନୀତି । ଏହି ମାମଲାର ସିବିଆଇ…

ଏନସିପି ଅଧିବେଶନରେ ଫାଟ; ଦାଦା ଭାଷଣ ଦେବା ବେଳେ ପୁତୁରା ଗାଏବ

ଏଜେନ୍ସୀ : ମୁମ୍ବାଇ : ଏନସିପି ଭିତରେ ଉଠିଲା ଝଡ଼ । ଦଳର ରାଷ୍ଟ୍ରୀୟ ଅଧିବେଶନ ସମୟରେ ଦେଖାଦେଲା ଭିତର କନ୍ଦଳ । ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ଦଳର…