Author: Subhasmita Nayak

ୟୁଜିସି ପକ୍ଷରୁ ଫି’ ଫେରସ୍ତ ନୀତି ୨୦୨୪-୨୫ ଜାରି

ନାମଲେଖା ଫି’ ଫେରସ୍ତ ନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଫି’ ଫେରସ୍ତ ନୀତି ୨୦୨୪-୨୫ ଜାରି ହୋଇଛି। ନାମଲେଖା ବାତିଲ୍ କିମ୍ବା ପ୍ରତ୍ୟାହାର ପରେ ଫି’ ଫେରସ୍ତକୁ ନେଇ ଅନେକ ଶିକ୍ଷାନୁଷ୍ଠାନ ମନମାନି କରୁଥିବା ଅଭିଯୋଗ ଆସିଛି। ଏହାକୁ ଆଧାର…

ଡିପଫେକ ରୋକିବାକୁ କେନ୍ଦ୍ର ସରକାର ଆଣିବେ ଡିଜିଟାଲ ଇଣ୍ଡିଆ ବିଲ୍‌

ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ୍‌ ଆଣିବାକୁ ଯାଉଥିବା ଜଣାପଡ଼ିଛି। କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର…

ଆହୁରି ୪ ଦିନ ତାତିରୁ ନିସ୍ତାର ନାହିଁ !

ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି। ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯୋଗୁଁ ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଛି।…

ଆରପାରିରେ ପୂର୍ବତନ ରାଜ୍ୟପାଳ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ (୯୫)ଙ୍କ ପରଲୋକ ହୋଇଯାଇଛି। ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…

କାଳ ହେଲା ସେଲ୍ଫି ନେବା: ପାଣିରେ ବୁଡ଼ି ୨ ଭାଇ ମୃତ

ମାଥିଲି ଥାନା ଅଂଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ବେଳେ ପାଣିରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପରିବାର ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ।…

ଜାଣନ୍ତୁ ସୁଭଦ୍ରା ଯୋଜନାର ବାସ୍ତବତା; କାହାକୁ କଣ ମିଳିବ?

ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ…

ଦାଦନ ସମସ୍ୟା: ମୋହନ ସରକାରଙ୍କ ପାଇଁ ବଡ଼ ଆହ୍ୱାନ

ଦାଦନ ସମସ୍ୟା ରାଜ୍ୟର ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଲକ୍ଷାଧିକ ଟଙ୍କାର ପୁଞ୍ଜିନିବେଶ ପରେ ବି ରାଜ୍ୟରେ କମୁନି ଦାଦନ ସମସ୍ୟା। ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବିଜେଡି ସରକାର। ଏବେ ଏହି ସମସ୍ୟା ନୂଆ ମୁଖ୍ୟମନ୍ତ୍ରୀ…

କାହିଁକି ହେଇପାରୁନି ଓଡ଼ିଶା ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ

ରାଜ୍ୟରେ ସରିଛି ନିର୍ବାଚନ । ବାଜି ମାରି ନେଇଛି ବିଜେପି । ୨୪ ବର୍ଷର ସ୍ଥିର ସରକାର ବିଜେଡି ହାତରୁ କ୍ଷମତା ନେଇ ସରକାର ଗଠନ କରିଛି ବିଜେପି । ଏହା ସହ ୧୨ ତାରିଖରେ ଭବ୍ୟ ଆୟୋଜନ ସହ ମୁଖ୍ୟମନ୍ତ୍ରୀ…

ବିଦେଶରେ ଗଲା ସ୍ୱାମୀଙ୍କ ଜୀବନ, ଗର୍ଭବତୀ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ

ପାଦ ତଳୁ ମାଟି ଧସିଯାଇଛି…ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ… ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି । ଲୁହ ଆଉ ଶୋକ ଭିତରେ ଜଡ଼ସଡ଼ ପତ୍ନୀ…

ଖୁବଶୀଘ୍ର ବିଭାଗ ବଣ୍ଟନ ହେବ: ମୁଖ୍ୟମନ୍ତ୍ରୀ

କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ସେ ନେଇ ସମସ୍ତେ ଆଶା ଆଶଙ୍କାରେ ଅଛନ୍ତି। ବିଭାଗ ବଣ୍ଟନକୁ ସମସ୍ତେ ଚାହିଁ ରାହିଥିବାବେଳେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନରେ ବିଳମ୍ବ ହେଉଛି। ଏ ନେଇ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ଖୁବ୍‌…