Author:

ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ନିର୍ଭୟ ମିଡ଼ିଆ : ଆଠଗଡ଼ : ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ ।…

ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଆଦାନି ଏଣ୍ଟର୍‌ ପ୍ରାଇଜେସ ମାମଲା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଏକ ଜନସ୍ୱାର୍ଥ ମାମଲା ଜରିଆରେ ‘ଆଦାନି ଏଣ୍ଟର୍‌ପ୍ରାଇଜେସ୍‌’ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ହିଣ୍ଡେନ୍‌ବର୍ଗ ରିସର୍ଚ’ ବିରୋଧରେ ତଦନ୍ତ କରାଯାଉ ବୋଲି ଉକ୍ତ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଛି । ସୂଚନାଯୋଗ୍ୟ,…

ହାଇୱାକୁ ପଛରୁ ପିଟିଲା କଲ୍ୟାଣି ବସ୍‌, ୨୦ ଆହତ

ନିର୍ଭୟ ମିଡ଼ିଆ : କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ଗ୍ରୀଡ଼ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍‌କୁ ହାଇୱାକୁ ପଛପଟୁ ଧକ୍କା ଦେବାରୁ…

ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ନିର୍ଭୟ ମିଡ଼ିଆ : ଜୟପୁର : ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଜୟପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସହରବାସୀ ପୂରା ଉତ୍ସାହିତ ରହିଥିବା ବେଳେ…

ଭୋଜି ଖାଇ ଫେରୁଥିଲେ, ଅଧାବାଟରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ନିର୍ଭୟ ମିଡିଆ : ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଡବେରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କ ମୃତ୍ୟୁ…

ମଝି ଆକାଶରେ ଥିଲା ବିମାନ, ଇଞ୍ଜିନରୁ ବାହାରିଲା ଧୂଆଁ

ଏଜେନ୍ସୀ : ଆବୁଧାବି : ଅବୁଧାବିରୁ କେରଳର କଲିକଟ୍‌ ବା କୋଝିକୋଡ଼ ଆସୁଥିବା ବିମାନରେ ଘଟିଛି ଅଘଟଣ । ଏୟାର ଇଣ୍ଡିଆର ଏହି ଏକ୍ସପ୍ରେସ ବିମାନ ମଝି ଆକାଶରେ ଥିବା ବେଳେ ଏହାର ଗୋଟିଏ ଇଞ୍ଜିନରେ ଲାଗି ଯାଇଛି ନିଆଁ ।…

ରାମ ମନ୍ଦିର କମ୍‌ପ୍ଲେକ୍ସକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ କଲ୍‌

ଏଜେନ୍ସୀ : ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମି କମ୍‌ପ୍ଲେକ୍ସ ବା ରାମ ମନ୍ଦିର କମ୍‌ପ୍ଲେକ୍ସକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ମିଳିଛି ଧମକ । କେହି ଅଜଣା ଦୁର୍ବୃତ୍ତ ଅଯୋଧ୍ୟାରେ ରହୁଥିବା ରାମଲଲା ସଦନର ଜଣେ ଶିଷ୍ୟଙ୍କୁ…

ପୁଅ ସହ ଘରେ ଶୋଇଥିଲେ ବାପା-ମା’, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ରାତି ଅଧରେ ପରିବାରର ୩ ସଦସ୍ୟ ଶୋଇଥିଲେ । ହଠାତ୍‌ଘରେ ନିଆଁ ଲାଗିଗଲା । ଏଥିରେ ଜଳି ଗୁରୁତର ହୋଇଛନ୍ତି ବାପା, ମା’ ଓ ପୁଅ । ପରିବାର ସମସ୍ତ ୩ ଜଣ ମୃତ୍ୟୁ…

ଟ୍ରକ୍‌କୁ ପିଟିଲା ଟ୍ରକ୍‌; ୫ ମୃତ, ୯ ଗୁରୁତର

ଏଜେନ୍ସୀ : ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ…

ବିନା ସର୍ଚ୍ଚ ୱାରେଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଲା ଏଫବିଆଇ

ଏଜେନ୍ସୀ : ଆମେରିକା : ମାତ୍ର ୧୦ ଦିନ ବ୍ୟବଧାନରେ ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଛି ଏଫବିଆଇ । ଗତ ଥର ଏଫବିଆଇ ବାଇଡେନଙ୍କ ବିଲମିଙ୍ଗଟନସ୍ଥିତ ଘରେ ପଶିଥିବା ବେଳେ ଗତକାଲି ରେହୋବୋଥ ବିଚ୍‌ହାଉସ୍‌ରେ ଥିବା ଘରେ ପଶି…