Author: Subhasmita Nayak

ଝୁମ୍ପୁରା ହାଇସ୍କୁଲରେ ସହପାଠୀଙ୍କ ସହ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଆଜି ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ। ପିଲାଦିନେ ପାଠ ପଢ଼ୁଥିବା ଝୁମ୍ପୁରା…

ଲୋକସଭାରେ ଶୂନ; ରାଜ୍ୟସଭାରେ ନାହିଁ ଶାଣିତ ସ୍ୱର

ଦଳ ଗଠନ ହେବା ଦିନଠୁ ବିଜେଡି ଶାସକ ଦଳରେ ରହି ଆସିଥିବା ବେଳେ ଏବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି। ଆଜିଠୁ ୧୮ତମ ଲୋକସଭା ଅଧିବେସନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସିଟ ଖାଲି ପଡିଥିବା ଦେଖିବାକୁ…

5T ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

5T ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥିସହ ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଗତ ଦିନରେ ଅନେକ ନକଲି…

ଆଳୁ ପିଆଜ ଯୋଗାଇବ ନାଫେଡ଼

ପରିବା ଦର ବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। ହୋର୍ଡିଂ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ‘ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ…

ବେଧଡ଼କ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ

କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନ ଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତି ନୂଆ ଚାଲ୍। ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର। ଅସ୍ତ୍ରଶସ୍ତ୍ର ଛାଡ଼ି ଏବେ ବେଧଡ଼କ ଛାପୁଛନ୍ତି ଜାଲ୍ ନୋଟ୍। ନିରୀହ ଆଦିବାସୀଙ୍କୁ ମୋହରା…

ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ କେଜରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ…

କେନ୍ଦୁଝରରେ ଗର୍ଜିଲେ ମୋହନ ମାଝୀ; କହିଲେ ‘ଖଣି ମାଫିଆଙ୍କୁ ଛାଡ଼ିବିନି’

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଗସ୍ତ କରିଥିବା ବେଳେ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇଛନ୍ତି। ଏହି ସମୟରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ବୋଲି…

ନିଟ୍, ପିଜି ପରୀକ୍ଷା ବାତିଲ ପରେ ବଢୁଛି ଅସନ୍ତୋଷ

ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତକୁ ନେଇ ସାରା ଦେଶରେ ବଢୁଛି ଅସନ୍ତୋଷ। ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ,…

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ

ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଦ୍ୱାରା ପୁନିଆଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଯାହାଫଳରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଦ୍ୱନ୍ଦ୍ବ ଲାଗି ରହିଛି…

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ: ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୩ ମାସରେ ସରକାରଙ୍କ ପ୍ରଥମ ୧୦୦ ଦିନର…