ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଦେବ ବ୍ରିଟେନ
ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇ ଦେବ ବ୍ରିଟେନ୍ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ । ବାଲିରେ ଜି-୨୦ ଶିଖର…