Author:

ସୂର୍ଯ୍ୟଙ୍କ ଶକ୍ତିଶାଳୀ ତରଙ୍ଗର ପ୍ରଭାବରେ ହୋଇପାରେ ଜିପିଏସ କୁ ବିପଦ

ନୂଆଦିଲ୍ଲୀ : ସୂର୍ଯ୍ୟଙ୍କ ଦେହରେ ଜୋରଦାର ବିସ୍ଫୋରଣ ହୋଇଥିବା ଚିତ୍ର ନାସାଙ୍କ ସୋଲାର ସିଷ୍ଟମ କରିଛି ଉତ୍ତୋଳନ। ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ,ବଢ଼ିବା ଠାରୁ ଗଢ଼ିବା ପର୍ଯ୍ୟନ୍ତ ସୂର୍ଯ୍ୟ ଙ୍କ ରଶ୍ମି ହେଉଛି ମୁଖ୍ୟ ଉପାଦାନ। ଯିବ ଠାରୁ…

ବାପାଙ୍କ ଭଙ୍ଗା ଦୋକାନ ଆଗରୁ ଟଙ୍କା ଗୋଟାଉଛି ଆଠ ବର୍ଷର ବାଳକ

ଦିଲ୍ଲୀ : ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଅସ୍ଥାୟୀ ସଂରଚନାକୁ ଭାଙ୍ଗି ଦିଆଯାଇଥିଲା। ଯେଉଁଠାରେ ବୁଲଡୋଜର ଅସ୍ଥାୟୀ ସଂରଚନା ଭାଙ୍ଗିଥିଲା ସେଠାରେ ଏକ ୮ ବର୍ଷର ବାଳକ କିଛି ଖୁଚୁରା ତାଙ୍କ ଗୋଟାଉଥିବା ଘଟଣା ସୋସିଆଲ ମିଡିଆରେ ଘୁରିବୁଲଉଛି। ସୂଚନାମୁତାବକ…

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିଲା ପଞ୍ଚାୟତ ନିର୍ବାଚନ, ମେ’ ୨୭ରେ ପଡ଼ିବ ଭୋଟ୍‌

ଭୁବନେଶ୍ୱର (ନିର୍ଭୟ): ପଞ୍ଚାୟତ ନିର୍ବାଚନ ସମୟରେ ମୃତ୍ୟୁ ପ୍ରାର୍ଥୀଙ୍କ କାରଣ ରୁ କିଛି କିଛି ସ୍ଥାନରେ ମତ ଦାନ ସ୍ଥଗିତ ରଖାଯାଇଥିଲା। ଏବେ ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୁନର୍ବାର ବିଧିମତ ଭାବେ ନିର୍ବାଚନ କରାଯିବ ବୋଲି ସୂଚନ ମିଳିଛି।…

କରୋନା ନୁହେଁ, ପିଶାଚ ଭୟରେ ପୂରା ଗାଁ ଲକଡାଉନ ଏପ୍ରିଲ ୧୭ରୁ ୨୫ ଯାଏ ଭୁତ ଭୟରେ ଗାଁ ଲୋକ କଲେ ଲକଡାଉନ

ନିର୍ଭୟ : କରୋନା ପାଇଁ ନୁହେଁ ବରଂ ଭୁତ ଭୟରେ ଲୋକମାନେ ଘରୁ ବାହାରକୁ ଗୋଡ଼ କାଢ଼ୁ ନାହାନ୍ତି। ଆନ୍ଧ୍ର ପ୍ରଦେଶର ଗୋଟିଏ ଗାଁର ଏଭଳି ଏକ ଅନ୍ଧବିଶ୍ୱାସ କାଳ୍ପନିକ ଭଳି କଥା ରେ ବିଶ୍ୱାସ କରି ନିଜ ନିଜେ ଘର…

ସ୍କୁଲ ପରେ ଏବେ ଟାର୍ଗେଟ କଲେ ମସଜିଦକୁ ୧୧ ମୃତ, ୪୦ରୁ ଅଧିକ ଆହତ

କାବୁଲ: ଆଫାଗନିସ୍ତାନ ରେ ଗୋଟିଏ ଶିହା ମସଜିଦ ଭିତରରେ ବିସ୍ଫୋରଣ ହୋଇଛି। ୧୧ ଜଣଙ୍କ ମୃତ୍ୟୁ ଘଟିଛି,୪୦ରୁ ଅଧିକ ଆହତ। ସୂଚନା ମୁତାବକ ଏବେ କିଛିଦିନ ତଳେ କାବୁଲର ଥିବା ୩ଟି ସ୍କୁଲକୁ ଟାର୍ଗେଟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏବେ…

୮ ଛାତ୍ରଙ୍କୁ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ

୮ ଛାତ୍ରଙ୍କୁ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ।ସମ୍ବଲପୁର ଶାସନ ଅଞ୍ଚଳରେ ଘରୋଇ ଆବାସିକ ସ୍କୁଲ ବିକାଶ ଛାତ୍ରାବାସରେ ର୍ୟାଗିଂ ଅଭିଯୋଗ । ଗତ ୧୭ ତାରିଖ ଦିନ ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ପାଖ ରୁମର କିଛି ସହପାଠୀ…

ପହଞ୍ଚିଲେ ଜନସନ୍‌

ଦୁଇଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ଅହମ୍ମଦାବାଦ୍‌ରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌।ପରେ ସେ ଗାନ୍ଧୀ ଆଶ୍ରମ ଯାଇଥିଲେ।ସାବରମତୀ ଆଶ୍ରମରେ ପହଞ୍ଚି ସେଠାରେ ଅରଟ ବୁଲାଇଥିଲେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସାକ୍ଷାତ କରିବାର କାର୍ଯ୍ୟକ୍ରମ…

ଶିଶୁ ବିକ୍ରି : ଚୋରି କରିବା ଆଗରୁ ଧରାପଡ଼ିଲେ

ଚନ୍ଦ୍ରଶେଖରପୁରରେ ନାବାଳିକାକୁ ଧରି ଅଭିଯୁକ୍ତ ବୁଲୁଥିବା ବେଳେ ଇନଫୋସିଟି ପୁଲିସ ଓ ଅଞ୍ଚଳବାସୀଙ୍କ ଦ୍ୱାରା ନାବାଳିକାକୁ ଉଦ୍ଧାର କରାଯାଇଛି। ନିଖୋଜର ୫ ଦିନ ପରେ ଶିଖରଚଣ୍ଡି ବସ୍ତିର ନାବାଳିକା ଉଦ୍ଧାର। ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ୍‌। ଅଭିଯୁକ୍ତଙ୍କୁ…

ପଶୁ ଇଂଜେକସନ ମଣିଷକୁ ଦେବା ଘଟଣାରେ ନିଲମ୍ବନ ହେଲେ ଏଏସଆଇ

ପଶୁ ଇଂଜେକସନ ମଣିଷକୁ ଦେବା ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ରିଷୀକେଶ ଡ୍ୟାନଦେଓ ଖିଲାରୀ । ଗତ ଶନିବାର ଦିନ ମହୁଲଡ଼ିହା ଥାନା ଅନ୍ତର୍ଗତ ମହୁଲଡିହା…

ଗୃହରକ୍ଷୀଙ୍କ ଦୁଇଟି ଯାକ କିଡନୀ ନଷ୍ଟ ଡୁ୍ୟଟି କରିନପାରିବାରୁ ଏସପି କଲେ ନିଲମ୍ବିତ

କରୋନା ସଂକ୍ରମଣ କାଳରେ ସୋର ଥାନା ଅଧିନରେ କାର୍ଯ୍ୟରତ ଗୃହରକ୍ଷୀ ଅଜୟ କୁମାର ମହାନ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ରୋଗାକ୍ରାନ୍ତ ଅଜୟଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଏଥି ନିମନ୍ତେ ତାଙ୍କର ସପ୍ତାହରେ ଦୁଇ ଥର…