Author: SonaliP

ବିଜେପିରେ ଯୋଗ ଦେଲେ ଟେଲି ଅଭିନେତ୍ରୀ ଅନୁପମା

ନୂଆଦିଲ୍ଲୀ ; ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟେଲି ଅଭିନେତ୍ରୀ ଅନୁପମା ତଥା ରୂପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାପଡ଼ିଛି। ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା…

ଦିଲ୍ଲୀ-ଏନସିଆର ରେ ଏକାଧିକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ ; ଦିଲ୍ଲୀ-ଏନସିଆର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର…

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ: ରୋହିତ ଶର୍ମା ଅଧିନାୟକ

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ…

ହତାଶ ହୋଇ ଫେକ୍ ଭିଡିଓ ଭାଇରଲ କରୁଛି ବିରୋଧୀ

ଭୁବନେଶ୍ୱର,: ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ।…

ଘସିପୁରାରୁ ଲଢ଼ିପାରନ୍ତି ସୌମ୍ୟ; ବିଜେପି ଯିବା ନେଇ ଦେଲେ ସଙ୍କେତ!

କେନ୍ଦୁଝର; ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ଏନେଇ ପାଟି ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଶହ ଶହ ସମଥର୍କଙ୍କ ସହ ଆସି ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା…

ଓଡିଶାରେ ଅଗ୍ନିବର୍ଷା ; ଦିନ ସାଢେ ୨ ଟା ସୁଦ୍ଧା ୪୬ ଛୁଇଁଲା ପାରଦ

ଭୁବନେଶ୍ୱର ; ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଟପିଲା ଭୁବନେଶ୍ୱର :ବାଲେଶ୍ୱର ସର୍ବାଧିକ ୪୬ ଡିଗ୍ରୀ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଆହୁରି ୩ ଦିନ ଆକାଶରୁ ବର୍ଷିବ…

ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ

ଖୋର୍ଦ୍ଧା; ଖୋର୍ଦ୍ଧାରୁ ବିଜେପିର ପୂର୍ଵତନ ବିଧାୟକ କାଳୁ ଖଣ୍ଡାୟତରାୟ ଆଜି ଇସ୍ତଫା ଦେଇଛନ୍ତି । ବିଜେପିରୁ ଟିକେଟ ନ ମିଳିବାରୁ ସେ ଦଳ ଛାଡିଛନ୍ତି ବୋଲି ସାମ୍ବାଦିକ ସମ୍ମିଳ୍ଳନୀ କରି କହିଛନ୍ତି । ଏହା ସହ ସେ ଖୋର୍ଦ୍ଧାରୁ ସ୍ୱାଧୀନ ଭାବେ…

ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ଛତ୍ରପୁର; ଆଜି ଷଷ୍ଠ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନରୁ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୭୫ ଲକ୍ଷ ଟଙ୍କା

ଭୁବନେଶ୍ୱର; ବିମାନବନ୍ଦରରୁ ଜବତ ହୋଇଛି ପୁଳାପୁଳା ଟଙ୍କା । ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି । ଭୁବନେଶ୍ୱର ବିମାନବନ୍ଦରରୁ ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି।…

ଜଳୁଛି ଓଡିଶା ; ଦିନ ସାଢ଼େ ୧୧ଟା ସୁଦ୍ଧା ୪୪ ଟପିଲା ପାରଦ

ଭୁବନେଶ୍ୱର; ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୪୪ ଟପିଛି । ବାଲେଶ୍ୱର ୪୪.୧, ଭୁବନେଶ୍ୱର ୪୩.୬, ଝାରସୁଗୁଡ଼ା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସିଭିୟର ହିଟ୍ ୱେଭ୍…