Author:

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ, ଡିସେମ୍ବର ୧ ଓ ୫ରେ ଭୋଟିଂ

ଏଜେନ୍ସୀ : ନୂଆଦିଲ୍ଲୀ : ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ । ଆସନ୍ତା ଡସମ୍ବେର ୧ ପ୍ରଥମ…

ଆରମ୍ଭରୁ ଇଭିଏମ୍‌ ଅଚଳ, ମତଦାନ ବାଧାପ୍ରାପ୍ତ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ନିର୍ବାଚନ ପାଇଁ ଚାଲିଛି ଭୋଟି । ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ ଆରମ୍ଭରୁ ବିଭିନ୍ନ ବୁଥ୍‌ରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି । ଧାମନଗର ମଙ୍ଗଳପୁର…

ଆଜି ନେତା ବାଛିବେ ଧାମନଗରବାସୀ, ମତଦାନ ଆରମ୍ଭ

ନିର୍ଭୟ ମିଡ଼ିଆ : ଭଦ୍ରକ : ଆଜି ଧାମନଗରବାସୀ ବାଛିବେ ନିଜ ନେତା । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ…

ଧାମନଗର ଖେଳ ସରିଲା, ପୁଣି ଭେଟାଭେଟି ପଦ୍ମପୁରରେ

ବଡ଼ବଡ଼ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପନ ଦିବସରେ ସାଧାରଣତଃ ଏହା ଘୋଷଣା କରାଯାଇଥାଏ ଯେ, ‘ଆମେ ପୁଣି ଭେଟିବା ଅମୁକ ସହରରେ’ । ଗୋଟିଏ କ୍ରୀଡ଼ା ଉତ୍ସବ ସରିବା ପରେ ଅନ୍ୟ କେଉଁଠି ପ୍ରତିଯୋଗିତା ହେବ ତାହା ଘୋଷଣା…

ଧର୍ମେନ୍ଦ୍ରଙ୍କ କଥା ସତ ହେଲା, ନାଗଫାଶ ଛାନିଆରେ ନେତା ଓ ମନ୍ତ୍ରୀଙ୍କ ବଢ଼ିଲା ରକ୍ତଚାପ : ଇଡି ରୁଜୁ କଲା ମାମଲା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଦଧ୍ୱନୀ ଶୁଭୁଥିଲା । କିନ୍ତୁ ପ୍ରକୃତରେ ଆସିଗଲା ଇଡି । ହନିଟ୍ରାପ କୁଇନ ବା ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ କେଳେଙ୍କାରୀ ତଦନ୍ତରେ ଇଡିର ପ୍ରବେଶ କମ୍ପନ ସୃଷ୍ଟି କରିବା ଥୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରୁଜୁ…

ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା

ଏଜେନ୍ସୀ : ନୂଆଦିଲ୍ଲୀ : ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ…

ଜଣଙ୍କ ପାଇଁ ହଜାରେ ଲୋକ ବନ୍ଧକ

ଏଜେନ୍ସୀ : ବେଜିଂ : ଜଣଙ୍କ ପାଇଁ ବନ୍ଦୀ ହେଲେ ହଜାର ହଜାର ଲୋକ । ଚୀନ୍‌ର ସାଙ୍ଘାଇରେ ଥିବା ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ହଜାର ହାଜର ଲୋକ ସେଠାରେ ହିଁ ଫସି ରହିଛନ୍ତି । ଡିଜନୀ ପାର୍କ ବୁଲିବାକୁ…

ଆଜି ଟିମ୍‌ ଇଣ୍ଡିଆ -ବାଂଲାଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା

ଏଜେନ୍ସୀ : ଆଡିଲେଡ : ଆଜି ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପର ଏକ ହାଇ ଭୋଲଟେଜ ମୁକାବିଲା । ଲଢେଇ ଟିମ୍‌ ଇଣ୍ଡିଆ- ବାଂଲାଦେଶ ମଧ୍ୟରେ ହେବ । ଏହି ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ…

କଶ୍ମୀର ଘାଟିକୁ ଦୋହଲାଇବାକୁ ଷଡଯନ୍ତ୍ର, ଲସ୍କର ଟାର୍ଗେଟ୍‌ରେ ନେତା

ଏଜେନ୍ସୀ : ଶ୍ରୀନଗର : ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଜମ୍ମୁକଶ୍ମୀର ଉପତ୍ୟକା । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି ।ସୂଚନା…

କଂଗ୍ରେସ ପାର୍ଟି ଏକା ଚାଲିବ : ଖଡ୍‌ଗେ

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି ଏକା ଚାଲିବ । ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ । କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣ ଭାଜପା ସରକାର ଗଠନ କରିବ । କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ…