ମହାଲକ୍ଷ୍ମୀ ବସ୍କୁ ପିଟିଲା ଟ୍ରକ୍; ଜଣେ ମୃତ, ୧୫ ଆହତ November 11, 2022 ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିନ୍ଦା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଏକ ଯାତ୍ରୀବାହୀ ବସ୍କୁ ପଛରୁ ଧକ୍କା ଦେବାରୁ ଜଣଙ୍କର…
ଲାଲୁ ଯାଦବଙ୍କୁ କିଡ୍ନୀ ଦେବେ ଝିଅ ରୋହିଣୀ November 10, 2022 ଏଜେନ୍ସୀ : ପାଟନା : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହିଣୀ ଆଚାର୍ୟ୍ୟ। ଦୀର୍ଘ ବର୍ଷ ହେଲା ଲାଲୁ ପ୍ରସାଦ କିଡ୍ନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେ…
ହାର୍ଦ୍ଦିକ ଓ ଜାଡେଜାଙ୍କ ପତ୍ନୀ ଲଢ଼ିବେ ନିର୍ବାଚନ, ପ୍ରାର୍ଥୀ କଲା ଭାଜପା November 10, 2022 ଏଜେନ୍ସୀ : ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ୟ୍ୟାୟରେ ୧୬୦ ଜଣଙ୍କ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ଭାଜପା । ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ କ୍ଷମତାରେ ଥିବା ଭାଜପା ଏଥର ନିର୍ବାଚନରେ ସେଲେବ୍ରିଟି…
ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି November 10, 2022 ନିର୍ଭୟ ମିଡ଼ିଆ : ପୁରୀ : ରାଇରଙ୍ଗପୁରରୁ ରାଇସିନା ହିଲ୍ରେ ପହଞ୍ଚିବା ପରେ ଆଜି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । କେତେବେଳେ କାଉନସିଲର ତ କେତେବେଳେ ବିଧାୟକ, ମନ୍ତ୍ରୀ ତଥା…
ପରିବା ବିକାଳୀଙ୍କୁ କଚାଡ଼ି ଦେଲା ହାତୀ November 10, 2022 ନିର୍ଭୟ ମିଡ଼ିଆ : ବାଲେଶ୍ୱର : ପରିବା ବିକ୍ରି କରି ଘରକୁ ଫେରୁଥିଲା ବେଳେ ହାତୀ ହାବୁଡ଼ାରେ ପଡ଼ିଗଲେ ଯୁବକ । ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ମାରିଦେଲା । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା…
ଶଶୁର ମୁଲାୟମ ସିଂହଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ November 10, 2022 ଏଜେନ୍ସୀ : ପାଟନା : ଦିବଙ୍ଗତ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ ଯାଦବ । ମୌନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ସପା ପ୍ରମୁଖ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଦଳ…
ମାଳଦ୍ୱୀପ ଲଜରେ ଲାଗିଲା ନିଆଁ, ୯ ଭାରତୀୟଙ୍କ ସମେତ ୧୦ ମୃତ November 10, 2022 ଏଜେନ୍ସୀ : ମାଲେ : ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକଙ୍କ ପାଇଁ ଥିବା ଗୋଟିଏ ଲଜ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଲଜିଂର ଉପର ମହଲା ଅଗ୍ନିକାଣ୍ଡ ଯୋଗୁ…
ଅବକାରୀ ନୀତି ମାମଲା: ଫାର୍ମା କମ୍ପାନୀ ମୁଖ୍ୟ ଗିରଫ November 10, 2022 ଏଜେନ୍ସୀ : ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦୁଇ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମ୍ମରେ ହାଇଦ୍ରାବାଦରେ ଥିବା ଗୋଟିଏ ଫାର୍ମା କମ୍ପାନୀର ମୁଖ୍ୟ ରହିଛନ୍ତି । ଦିଲ୍ଲୀ ଅବକାରୀ ନୀତି…
ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ଼: ଖେରସନରୁ ସେନା ପ୍ରତ୍ୟାହାର ଘୋଷଣା କଲା ରୁଷ November 10, 2022 ଏଜେନ୍ସୀ : ମସ୍କୋ : ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ମାସ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ନୂଆ ଟ୍ୱିଷ୍ଟ ଆସିଛି । ରୁଷ ସେନା କ୍ରମାଗତ ଭାବେ ୟୁକ୍ରେନ ଉପରେ ହମଲା କରୁଥିଲେ ହେଁ ଏଯାଏ ଆଖିଦୃଶିଆ ସଫଳତା…
ଅସହ୍ୟ ହେଲା କରଜ ବୋଝ; ବିଷ ପିଇଦେଲେ ପରିବାରର ୬ ସଦସ୍ୟ November 10, 2022 ଏଜେନ୍ସୀ : ପାଟନା : ଅସହ୍ୟ ହେଲା କରଜ ବୋଝ । ବାଟରେ ଘାଟରେ ଧମକାଇଲେ ଲୋକେ । କରଜ ତୁରନ୍ତ ନ ଶୁଝିଲେ ପରିଣାମ ଭୟଙ୍କର ହେବ ବୋଲି କହିଲେ । କିଛି ଦିନର ମହଲତ ପାଇଁ ଗୁହାରୀ ବି…