Author:

କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ହୋଇଛି ଷଡ଼ଯନ୍ତ୍ର!

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଭାଜପା କରିଛି ଷଡ଼ଯନ୍ତ୍ର । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅଭିଯୋଗ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଗୁଜରାଟ ବିଧାନସଭା ଓ ଦିଲ୍ଲୀ…

ଚାନ୍ଦିନିଚୌକରେ ଭୟାବହ ଅଗ୍ନିକାଣ୍ଡ

ଏଜେନ୍ସୀ : ନୂଆଦିଲ୍ଲୀ : ନୂଆଦିଲ୍ଲୀର ଚାନ୍ଦିନିଚୌକ ଅଞ୍ଚଳରେ ଥିବା ଭାଗିରଥ ମାର୍କେଟ କମ୍‌ପ୍ଲେକ୍ସରେ ଗତରାତିରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁ ଯୋଗୁ ଅନେକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଥିବା ବେଳେ ଏକ ଦୁଇଟି ମହଲା ବିଶିଷ୍ଟ ବିଲ୍ଡିଂ…

ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଉଠାଇ ନେଇ ମାରିଦେଲେ ନକ୍ସଲ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଘଟଣାଟି ଘଟିଛି କଳାହାନ୍ଦି ଜିଲ୍ଲାରେ । ମୃତକଙ୍କ ନାଁ ଲାଲବତି ମାଝୀ (୪୮) । ତାଙ୍କ ଘର ସଦର ଥାନା ଅନ୍ତର୍ଗତ…

ବିଦେଶାଗତ ପକ୍ଷୀଙ୍କୁ ଶିକାର କରି ନେଉଥିଲେ ଶିକାରୀ, ପହଞ୍ଚିଗଲା ବନ ବିଭାଗ

ନିର୍ଭୟ ମିଡ଼ିଆ : ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଘଟୁକୁଡ଼ି ଗାଁ ନିକଟ ଏକ ଗହୀରରୁ ୨୦ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ମୃତ ବିଦେଶାଗତ ପକ୍ଷୀ ମାନଙ୍କ ମଧ୍ୟରେ ଶୋଭଳର…

୪୪ ଦାଦନ ଶ୍ରମିକ ଉଦ୍ଧାର

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ରେଲୱେ ଷ୍ଟେସନରୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୁଲିସ…

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଆଜି ପୁଣି ଇଡିରେ ହାଜର ହୋଇଛନ୍ତି । ଆଜି ତାଙ୍କୁ ଅର୍ଚ୍ଚନା ନାଗ ମାମଲାରେ ଇଡି…

ଅର୍ଚ୍ଚନା ନାଗଙ୍କୁ ୩୦ ଲକ୍ଷ ଦେଇଥିଲେ ବିଜଦ ବିଧାୟକଙ୍କ ଭାଇ, ଘାଣ୍ଟୁଛି ଇଡି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ବିଜେଡି ବିଧାୟକଙ୍କ ଭାଇ । ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଆଜି ଇଡି ଅଫିସରେ…

ପ୍ରଶିକ୍ଷଣ ବେଳେ ବାଳକଙ୍କ ଗାଲରେ ପଶିଗଲା ତୀର

ଏଜେନ୍ସୀ : ମୁମ୍ବାଇ : ତୀର ପ୍ରଶିକ୍ଷଣ ବେଳେ ଘଟିଲା ଅଘଟଣ । ପ୍ରଶିକ୍ଷଣ ନେଉଥିବା ଜଣେ ୧୫ ବର୍ଷୀୟ ବାଳକଙ୍କ ଗାଲରେ ପସିଗଲା ତୀର । ଏହି ଖବର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ତୁରନ୍ତ…

ରୋଗୀଙ୍କୁ ମିଳିଲେନି ବ୍ଲଡ ଡୋନର, ଡାକ୍ତର ସାଜିଲେ ଦେବଦୂତ

ଏଜେନ୍ସୀ : ଡେରାଡୁନ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ରୋଗୀକୁ ପୁନଃଜନ୍ମ ଦେଇଥାନ୍ତି ଡାକ୍ତର । ହେଲେ ଏବେ ଡାକ୍ତର-ରୋଗୀ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଯାଉଥିବା ବେଳେ ମରି ଯାଉଛି ମାନବିକତା । ହେଲେ ଏଥିରେ…

ମିଳିମିଳାରେ ଗଲାଣି ୧୨ ଶିଶୁଙ୍କ ଜୀବନ

ଏଜେନ୍ସୀ : ମୁମ୍ବାଇ : ମୁମ୍ବାଇକୁ କଲବଲ କରୁଛି ମିଳିମିଳା । ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ । ଗତକାଲି ଏକ ୮ ମାସର ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ସୂଚନା ମିଳିଛି । ମଙ୍ଗଳବାର ମଧ୍ୟ…