Author:

ପଦ୍ମପୁର ଭୋଟ ରାଜନୀତି, ସବୁ ଚାଲ ଓଲଟା ପଡୁଛି ବିଜଦର

ନିର୍ଭୟ ମିଡିଆ : ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁରରେ ସବୁକିଛି ବିଜୁ ଜନତା ଦଳର ଇଛା ମାଫିକେ ଚାଲୁ ନାହିଁ । ଏହା ରାଜନୀତିକ ପନ୍ଦିତମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରୁଛି । ବିଜେପୁରରେ ଭାରତୀୟ ଜନତା ପାର୍ଟିକୁ ପ୍ରତି ଚାଲରେ ଚିତ୍‌ପଟାଙ୍ଗ କରିଦେଇଥିଲା…

ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ

ନିର୍ଭୟ ମିଡିଆ : ଭୁବନେଶ୍ୱର : ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ । ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ପୁଞ୍ଜିନିବେଶ ତଥା ବ୍ୟବସାୟିକ ସମାବେଶକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଉଥିଲେ ଶିକ୍ଷକ, ବାଟରେ ଚାଲିଗଲା ଜୀବନ

ନିର୍ଭୟ ମିଡ଼ିଆ : ନୟାଗଡ : ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍‌ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ । ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ । ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା…

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଲିଙ୍କ, ୩ଟି ରାଜ୍ୟରେ ଏନ୍‌ଆଇଏର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଶକ୍ତ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଗ୍ୟାଙ୍ଗଷ୍ଠାର ଲିଙ୍କ ଥିବା ସ୍ଥାନ ଉପରେ ଆଜି ଏନ୍‌ଆଇଏ ରେଡ୍‌ କରିଛି । ୩ଟି ରାଜ୍ୟ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ…

ଗୁଜରାଟ ନିର୍ବାଚନ : ଆଜି ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ

ଏଜେନ୍ସୀ : ଅହମ୍ମଦାବାଦ : ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ । ଦୁଇଟି ପ୍ରର୍ଯ୍ୟାୟରେ ଏହି ନିର୍ବାଚନ ହେବ । ଏଥିପାଇଁ ଘନ ଘନ ପ୍ରଚାରରେ ଲାଗିପଡିଛନ୍ତି ବହୁ ହେଭିୱେଟ୍‌ ନେତା । ତେବେ ଆଜି ପ୍ରଥମ ପର୍ଯ୍ୟାୟ…

ଜେଲ୍‌ରୁ ବାହାରିବେ ସିଦ୍ଧୁ !

ଏଜେନ୍ସୀ : ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି । ତାଙ୍କୁ ଜେଲ୍‌ରୁ ମିଳିପାରେ ମୁକ୍ତି । ୩୪ ବର୍ଷ ପୁରୁଣା ରୋଡ୍‌ରେଜ୍‌ ମାମଲାରେ ପଟିଆଲା ଜେଲ୍‌ରେ…

କଲେଜିୟମ ବିବାଦ: ଜଜ୍‌ଙ୍କ ନିଯୁକ୍ତି ସହ ଜଡିତ ୨୦ଟି ଫାଇଲ୍‌ ଫେରାଇଲେ ସରକାର

ଏଜେନ୍ସୀ : ନୂଆଦିଲ୍ଲୀ : ବିଚାରପତିଙ୍କ ନିଯୁକ୍ତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । କଲେଜିୟମ ହେଉଛି ଦେଶର ଆଇନ୍‌ । ଏହାକୁ ପାଳନ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ ତାଗିଦ କରୁଥିବା…

୫ ଦିନ ହେବ ଜଳୁଛି ମାର୍କେଟ୍‌ କମ୍‌ପ୍ଲେକ୍ସ, ଲିଭାଇ ପାରୁନି ଅଗ୍ନିଶମ ବିଭାଗ

ଏଜେନ୍ସୀ : ନୂଆଦିଲ୍ଲୀ : ଜଳୁଛି ମାର୍କେଟ୍‌ କମ୍‌ପ୍ଲେକ୍ସ । ୫ ଦିନ ହେବ ଲିଭିବାର ନାଁ ଧରୁନି । ନିଆଁ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦିନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ…

ଆଦିବାସୀଙ୍କୁ ଗୁରୁତ୍ୱ: ଝାରସୁଗୁଡ଼ାରେ ନୂଆ ଆଇଟିଡିଏ ସ୍ଥାପନକୁ କେନ୍ଦ୍ରର ମଞ୍ଜୁରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଶା ଆଦିବାସୀଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିରିମେରା ବ୍ଲକକୁ ଆଦିବାସୀ ସବ୍‌ ପ୍ଲାନ୍‌(ଟିଏସପି) ବ୍ଲକ ଭାବେ ଘୋଷଣା କରିଛନ୍ତି ।…

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ, ଦମ୍ପତିଙ୍କୁ ଗୁଳି କରି ହତ୍ୟା

ନିର୍ଭୟ ମିଡ଼ିଆ : ଚମ୍ପୁଆ : ସାମାନ୍ୟ ବଚସା ନେଲା ଉଗ୍ରରୁପ । ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ ଘଟିଛି । ମୃତକ ହେଲେ…