Author: Bijaya Laxmi Dash

ଯବାନ ମାନଙ୍କ ସ୍ୱତନ୍ତ୍ର ଭତ୍ତା ବଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର SOG ଯବାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା (Risk Allowance) ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲି ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷା…

ଭରଚୁଆଲ ମାଧ୍ୟମରେ ଗୋ ସମାବେଶ, ଓମଫେଡ କୁ ବିପନ୍ନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗତକାଲି ରାଇରଙ୍ଗପୁର ମହତାବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋ ସମାବେଶ, ଓମଫେଡ଼କୁ ବିପନ୍ନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ଦୁଗ୍ଧ ହେଉଛି ଜୀବନୀ ଶକ୍ତିର ଉତ୍ସ ଏବଂ…

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଚାଷୀଭାଇଙ୍କ ରାସ୍ତା ଅବରୋଧ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଗରୁଡ଼ ଗାଁ ଗ୍ରାମପଞ୍ଚାୟତ ବିଶ୍ୱନାହାକଣୀ ବଜାର ଠାରେ ଚାଷୀଭାଇ ଙ୍କ ରାସ୍ତା ଅବରୋଧ । ଗତକାଲି ମଣ୍ଡିରେ ଧାନ ନେବା ପାଇଁ କହିଥିଲେ। ସବୁ ଚାଷୀଭାଇ ମାନେ ଧାନ ଆଣି ମଣ୍ଡି ପାଖରେ କାଲି…

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର MOU ନେଇ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ…

ଶଙ୍ଖ ଭବନକୁ ରାଜ୍ୟ ସରକାର ନିଜ ଦଖଲକୁ ନିଅନ୍ତୁ :ଜଗନ୍ନାଥ ପ୍ରଧାନ

ଗତକାଲି ଶଙ୍ଖ ଭବନରେ ସାଧାରଣ ଲୋକଙ୍କୁ ଖାଦ୍ୟ ବିକ୍ରି କରି ହୋଟେଲ୍ ଚଲାଉଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଆଜି ମଧ୍ୟ ଭୁବନେଶ୍ବର ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଜୋରଦାର ଟାର୍ଟେଟ କରିଛନ୍ତି।ଏହା ସହିତ ବିଜେଡି ସାରା ଓଡିଶାବାସୀଙ୍କ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସାଲେପୁର ବିଜେପି ଦୁଇଫାଳ

ଓଡିଶା ବିଜେପିର ରାଜ୍ୟ ବିଜେପି ମଧ୍ୟ୍ୟରେ ଗୋଷ୍ଠୀ କନ୍ଦଳର ଛିଟା ନିର୍ବାଚନ ମଣ୍ଡଳୀ ମାନଙ୍କୁ ବ୍ୟାପିବାରେ ଲାଗିଲାଣି। ଆଜି ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ସ୍ଥିତ dreams ବିଶ୍ୱବିଦ୍ୟାଳୟର ପ୍ରଥମ ସମବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ବଢିଲା ଅଣ୍ଡା ଦାମ, ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିବ କମ ଅଣ୍ଡା

ଅଣ୍ଡା ଦାମ ବଢିଥିବାରୁ ଅଙ୍ଗନବାଡିରେ କମ ଅଣ୍ଡା ଦିଆଯିବା ପ୍ରସଙ୍ଗକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି : ଅଣ୍ଡା ଦର କେନ୍ଦ୍ରରୁ ସ୍ଥିର ହେଉଛି। କେନ୍ଦ୍ର ସରକାରଙ୍କ ବିଭାଗ କୁ ଏ ବିଷୟରେ ଚିଠି କରାଯାଇଛି। ଜାନୁଆରୀ ୧୨…

ମୋଦିଙ୍କୁ ମିଳିଲା ଆରବିକ ଭାଷାରେ ଅନୁବାଦ ହୋଇଥିବା ରାମାୟଣ ଓ ମହାଭାରତ

ଆରବିକ ଭାଷାରେ ସନାତନ ଧର୍ମର ପୌରାଣିକ ଗ୍ରନ୍ଥ ରାମାୟଣ ଏବଂ ମହାଭାରତର ଭାଷାନୁବାଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ କୁଏତ ଗସ୍ତ ରେ ଥିବା ସମୟରେ ଆଜି କୁଏତର ଅବଦୁଲା ଅଲ ବାରଉନ ଏବଂ ଅବଦୁଲ ଲତିଫ ଅଲ…

ହତାଶ ସେନାଙ୍କୁ ଧରି ବାହାରିବେ ନବୀନ

କୁହାଯାଏ ଘରେ ନ ପଶୁଣୁ ମୁଣ୍ଡରେ ଚାଳ। ଜାନୁଆରୀ ୬ ତାରିଖରେ ନୂଆ ବର୍ଷରେ ଶଙ୍ଖ ପାର୍ଟି ବାହାରିବ ରାସ୍ତା ଉପରକୁ।ଆନ୍ଦୋଳନ କରିବ ପଦ୍ମ ସରକାର ବିରୋଧରେ। ଦରଦାମ ବଢୁଛି।ଲୋକେ ଅତିଷ୍ଠ ହେଲେଣି। ପଦ୍ମ ସରକାରଙ୍କର ଜନବିରୋଧି ନୀତି ଏଥର ସଂଗ୍ରାମକୁ…

ଓଡିଶାରେ ଜାରି ରହିଛି ଲଘୁଚାପ ବର୍ଷା, ଆସନ୍ତାକାଲି ବଦଳିପାରେ ପାଗ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଦୁଇଦିନ ହେବ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି । ପାଣିପାଗ କେନ୍ଦ୍ରର ପୂର୍ବାମାନ ଅନୁଯାୟୀ ଆସନ୍ତାକାଲି ଯାଏ ଓଡିଶାରେ ବର୍ଷାର ପ୍ରଭାବ ରହିବ । ରାଜ୍ୟର ୧୯ ଟି ଜିଲ୍ଲାରେ ଲଗାଣ ବର୍ଷା…