Day: 12 July 2025

ବିଜେଡି ଉପରେ ବର୍ଷିଲେ ଅର୍ଚ୍ଚନା ନାଗ୍

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ଦେବା ପରେ ଆଜି ପ୍ରେସମିଟ୍ କରି ବିଜେଡି ଉପରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ । କିଛି ଆଗ ଧାଡ଼ିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କୁ ପଛରୁ…

ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ଘୋଷଣା । ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗ ଦେଇ ଜୁଏଲ୍‌ କହିଛନ୍ତି ଯେ ସେ ୧୦ ଥର ନିର୍ବାଚନ ଜିତିଲେଣି । ୮ ଥର…

ଡ୍ରାଇଭର୍ ମାନଙ୍କୁ ଏକଜୁଟ ହୋଇ ରହିବାକୁ ଡ୍ରାଇଭର ମହାସଂଘ ସଭାପତିଙ୍କ ଅନୁରୋଧ

ଆଜି ଚାରି ଦିନ ପରେ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବା ପରେ ଡ୍ରାଇଭର୍ ସଂଘରେ ଫାଟ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଡ୍ରାଇଭର୍ ଭାଇମାନଙ୍କୁ ଏକଜୁଟ ହୋଇ ରହିବାକୁ ଅନୁରୋଧ କରିଛନ୍ତି ମେଣ୍ଡୁଲି କାନ୍ଦି କାନ୍ଦି ଭିଡିଓ…

ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ

ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ । ଚାରି ଦିନ ପରେ, ଆଜି ସାରା ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘରୋଇ ବସ୍ ଆଜି ଗଡିଛି । ଧର୍ମଘଟ ଯୋଗୁଁ…