Month: July 2023

ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ରିଭ୍ୟୁ ପିଟିସନ ଖାରଜ

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ରିଭ୍ୟୁ ପିଟିସନ ଖାରଜ ହୋଇଛି। ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିବା ପିଟିସନକୁ ଖାରଜ ସହ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।ସୂଚନାଯୋଗ୍ୟ,ଉକ୍ତ ମାମଲାର ଶୁଣାଣି…

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ, ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜୁଲାଇ ମାସ ୨୯-ତାରିଖରେ ଏହି ଦିବସ ପାଳନ କରାଯାଏ । ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିବସ ପାଳନ କରାଯାଇଥାଏ । ଜଙ୍ଗଲ କ୍ଷୟକୁ ରୋକା ଯାଇ, ବାଘ ମାନଙ୍କ ବଂଶ…

ବିଜେପି ଗଠନ କରିଛି ନୂଆ ଟିମ୍

ମିଶନ ମୋଦି ହ୍ୟାଟ୍ରିକ୍ ପାଇଁ ବିଜେପି ଗଠନ କରିଛି ନୂଆ ଟିମ୍ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ମୋଟ୍ ୩୮ଜଣଙ୍କୁ ନେଇ ଗଠିତ ହୋଇଛି ନୂଆ ଟିମ୍ । ଓଡ଼ିଶାର…

ଓଲିଉଡ୍‌ରେ ପୁଣି ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌

ଓଲିଉଡ୍‌ରେ ପୁଣି ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌। ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଧମକ ସହ ମାନସିକ ନିର୍ଯାତନା। ଜଣେ ଯୁବ ସିନେ-ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଏବେ ଓଡ଼ିଆ ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଛି।…

ନୀଳାଦ୍ରି ବିଜେରେ ରସଗୋଲା ଦିବସ

ଆଜି ରସଗୋଲା ଦିବସ। ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି। ପରମ୍ପରା ଅନୁଯାୟୀ ମାନଭଞ୍ଜନ ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ ମହାପ୍ରଭୁ। ସେହି ବିଧି ବ୍ୟବସ୍ଥା ଅନୁଯାୟୀ ରଥ ନିକଟରେ ଭକ୍ତ…