Day: 2 June 2023

ବାହାନଗାରେ ଭୟାବହ ଟ୍ରେନ୍ ଦୁର୍ଘଟଣା

ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଶୁକ୍ରବାର ଭୟାବହ ଦୁର୍ଘଟଣା ହୋଇଛି । ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସର ୫ଟି ବଗି ଓଲଟି ପଡ଼ିଥିବା ଯୋଗୁ ବହୁ ସଂଖ୍ୟାରେ ଯାତ୍ରୀ ମୃତାହତ ହୋଇଥିବାର…