Month: May 2023

ସରକାରଙ୍କୁ ବିଶ୍ଵାସ କରିବ କିଏ ?

ମୂଖ୍ୟମନ୍ତ୍ରୀ ମିଛ କହିଲେ କାହିଁକି? ପୁର୍ବରୁ ତାଙ୍କ ମନ୍ତ୍ରୀମାନେ ବିଧାନସଭାରେ ମିଛ କହି ଧରପଡିଛନ୍ତି। କିନ୍ତୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନେତା ହୋଇ ମଧ୍ୟ ଗୃହକୁ ନବ ଦାସ ହତ୍ୟାକାଣ୍ଡ ପ୍ରସଂଗରେ ମିଥ୍ୟା ତଥ୍ୟ ଦେଇଛନ୍ତି। ଏହା ଏକ ବଡ଼…

ଜମା କରୁଥିଲେ ୨୦୦୦ଟଙ୍କିଆ ନୋଟ; ୨ମାଓବାଦୀଙ୍କୁ ମାଡ଼ିବସିଲେ ଯବାନ

୨୦୦୦ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ପାଖରେ ଥିବା ବିପୁଳ ପରିମାଣର ନୋଟକୁ କେମିତି ବଦଳାଇବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମାଓବାଦୀ ମାନେ। ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ମାଧ୍ୟମ କରି ସେମାନେ ନୋଟ ବଦଳୁଥିବା ଜଣାପଡିଛି। ମାଲକାନଗିରି ସୀମାନ୍ତ…

ନୂଆ ମନ୍ତ୍ରୀଙ୍କୁ ନୂଆ ବିଭାଗ

ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ..ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ନାୟକ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ..ଲୋକସେବା ଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆଜି ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ନୁଆ ସଭାପତି ଭାବେ ମନମୋହନ ସିଂହ ଦାୟିତ୍ଵ ନେବା ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବା ସହ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚାଯିବ…

ଆଜି ଶପଥ ନେବେ ସିଦ୍ଧରମେୟା

କଂଗ୍ରେସ ଗଢିବ ନୁଆ ସରକାର। ବେଙ୍ଗାଳୁରୁ କାନ୍ତିରଭା ଷ୍ଟାଡିୟମରେ ଜୋରସୋର ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ମୂଖ୍ୟମନ୍ତ୍ରୀ ଭାବେ ସିଧର୍ମେୟ ଓ ଉପମୁଖ୍ୟମନ୍ତ୍ରି ଭାବେ ଡିକେ ସିବକୁମାର ଶପଥ ନେବେ। ଆଜି ଶପଥ ଗ୍ରହଣ ସମାରୋହରେ ପ୍ରାୟ ୨୫ରୁ…

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ହୋଇଛି ଅଦଳବଦଳ।କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ନେଇ ତାଙ୍କୁ ଭୁ ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି। ରିଜୁଜୁଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲ ଙ୍କୁ ଆଇନ ମନ୍ତ୍ରାଳୟ ରିଜୁଜୁଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲ ଙ୍କୁ ଆଇନ ମନ୍ତ୍ରାଳୟ…

ବିଜେଡିର ବାଜିମାତ୍

ବିଜେଡିର_ବାଜିମାତ୍ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ -୪୮,୬୧୯ ଭୋଟରେ ଜିତିଲେ ଦୀପାଳି ଦାସ -ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ହରାଇଲେ ଦୀପାଳି -ସମସ୍ତ ରାଉଣ୍ଡ ଗଣତି ଶେଷ, ବିଧିବଦ୍ଧ ଘୋଷଣା ବାକିଝାରସୁଗୁଡ଼ାରେ ବିଜେଡିର ବଡ ବିଜୟ, ବାପାଙ୍କ ଠୁ ଅଧିକ…

ନବମ ରାଉଣ୍ଡରେ ବିଜେଡି ଆଗୁଆ ।

ଝାରସୁଗୁଡ଼ା ଉପନିର୍ବାଚନ: ନବମ ରାଉଣ୍ଡରେ ବିଜେଡି ଆଗୁଆ । ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୩ ହଜାର ୫୯୦ ଖଣ୍ଡ ଭୋଟରେ ଆଗୁଆ ।

କର୍ଣ୍ଣାଟକାରେ କଂଗ୍ରେସର ଦମଦାର ପ୍ରଦର୍ଶନ ଜାରି

ବର୍ତ୍ତମାନର ଟ୍ରେଣ୍ଡ ଦେଖିଲେ କ୍ଷମତାସୀନ ବିଜେପି ଠାରୁ କଂଗ୍ରେସ ବହୁ ଆଗରେ ରହିଛି। ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, କଂଗ୍ରେସ ୧୧୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୬, ଜେଡିଏସ୍‌ ୩୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ…