Day: 22 April 2023

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ହଜାର ପୃଷ୍ଠାର ଚାର୍ଜସିଟ୍

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି । ଏହି ଚାର୍ଜ ସିଟ ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯କୋଟି…

ସମ୍ବଲପୁର ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ

ସମ୍ବଲପୁର ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟ ଦାସ। ସେ କହିଚନ୍ତି ସନ୍ଧ୍ୟା ୬ଟା ରେ ମୋବାଇଲରେ ଇଣ୍ଟରନେଟ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ଵାଭାବିକ…

ଜନ୍ମମାଟିରେ ସହିଦ ବୀର ପୁଅର ପାର୍ଥିବ ଶରୀର କାନ୍ଦୁଛି ଜନ୍ମମାଟି, ଝୁରୁଛନ୍ତି ଗାଁ ସାଥୀ

ଓଡିଶାର ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ଆଜି ଜନ୍ମ ମାଟି ସତ୍ୟବାଦୀ ଅଲୁଗମ୍ ରେ ହେବ ଶେଷକୃତ୍ୟ ସମ୍ପନ୍ନ। ଜାମୁ କଶ୍ମୀରର ପଞ୍ଚ ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ଵାଳଙ୍କ ପରିବାରକୁ ୨୫ଲକ୍ଷ…

ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ

ନିଷ୍ଠାର ସହ ରମ୍‌ଜାନ୍‌ ମାସ ପାଳିବା ପରେ ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ହର୍ଷୋଲ୍ଲାସରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀର ବୃହତ୍ତମ ମସ୍‌ଜିଦ୍‌ ‘ଜାମା ମସ୍‌ଜିଦ୍‌’ ସମେତ ଦେଶର ଅଂସଖ୍ୟ ମସ୍‌ଜିଦ୍‌ରେ ନମାଜ ପାଠ…