Day: 2 April 2023

କ୍ରିକେଟର ସଲିମ ଦୁରାନିଙ୍କ ଦେହାନ୍ତ

ପୂର୍ବତନ କ୍ରିକେଟର ସଲିମ ଅଜିଜ ଦୁରାନିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ୧୯୬୦ରୁ ୧୯୭୩ ମଧ୍ୟରେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଦୁରାନି ୨୯ଟି ଟେଷ୍ଟ ମ୍ୟାଚରୁ ୧୨୦୨ ରନ୍…