Month: April 2023

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ। ଖୁବଶିଘ୍ର ଜବାବ ଦଖଲ କରି ରାଜ୍ଯ ସରକାରଙ୍କୁ ନୋଟିସ୍ କରାଯାଇଛି। ମୂଖ୍ୟ ଶାସନ ସଚିବ ଓ…

ଅମୃତପାଲ ଗିରଫ, ଗଲେ ଆସାମ ଜେଲ

ପଳାତକ ଅମୃତପାଲ ସିଂଙ୍କୁ ରବିବାର ସକାଳ ୬.୪୫ମିନିଟରେ ପଞ୍ଜାବ ପୁଲିସ ମୋଗାରୁ ଗିରଫ କରିଛି । ଅମୃତପାଲଙ୍କୁ ରୋଡେ ଗାଁର ଏକ ଗୁରୁଦ୍ୱାରରୁ ଗିରଫ କରାଯାଇଛି । ଗିରଫ ହେବା ପୂର୍ବରୁ ଅମୃତପାଲ ଗୁରୁଦ୍ୱାରରେ ପ୍ରବଚନ ଦେଉଥିଲେ । ସେଠାରୁ ସେ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ହଜାର ପୃଷ୍ଠାର ଚାର୍ଜସିଟ୍

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି । ଏହି ଚାର୍ଜ ସିଟ ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯କୋଟି…

ସମ୍ବଲପୁର ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ

ସମ୍ବଲପୁର ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟ ଦାସ। ସେ କହିଚନ୍ତି ସନ୍ଧ୍ୟା ୬ଟା ରେ ମୋବାଇଲରେ ଇଣ୍ଟରନେଟ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ଵାଭାବିକ…

ଜନ୍ମମାଟିରେ ସହିଦ ବୀର ପୁଅର ପାର୍ଥିବ ଶରୀର କାନ୍ଦୁଛି ଜନ୍ମମାଟି, ଝୁରୁଛନ୍ତି ଗାଁ ସାଥୀ

ଓଡିଶାର ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ଆଜି ଜନ୍ମ ମାଟି ସତ୍ୟବାଦୀ ଅଲୁଗମ୍ ରେ ହେବ ଶେଷକୃତ୍ୟ ସମ୍ପନ୍ନ। ଜାମୁ କଶ୍ମୀରର ପଞ୍ଚ ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ଵାଳଙ୍କ ପରିବାରକୁ ୨୫ଲକ୍ଷ…

ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ

ନିଷ୍ଠାର ସହ ରମ୍‌ଜାନ୍‌ ମାସ ପାଳିବା ପରେ ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ହର୍ଷୋଲ୍ଲାସରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀର ବୃହତ୍ତମ ମସ୍‌ଜିଦ୍‌ ‘ଜାମା ମସ୍‌ଜିଦ୍‌’ ସମେତ ଦେଶର ଅଂସଖ୍ୟ ମସ୍‌ଜିଦ୍‌ରେ ନମାଜ ପାଠ…

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ । ଜଗତସିଂହପୁରର ସାଂସଦ, ଗୋବିନ୍ଦପୁରର ବିଧାୟକ ଭାବେ କାର୍ଯ୍ୟ କରିଥିଲେ ତ୍ରିଲୋଚନ କାନୁନଗୋ । ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ପ୍ରାୟ…

ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ଗୁରୁବାର ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର…

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ସ୍ୱତନ୍ତ୍ର ରଣନୀତି

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରୁଛି । ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା । ଏବେ ନେତାମାନଙ୍କୁ ଦାୟିତ୍ୱ ବଣ୍ଟା ଯାଉଛି ।ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ସାରଦା ନାୟକଙ୍କୁ ପର୍ଯ୍ୟବେକ୍ଷକ…

ରୂପ ବଦଳାଉଛି କୋରୋନା – ମାତ୍ରାଧିକ ସଂକ୍ରମିତ

ଦେଶରେ କରୋନ ସଂକ୍ରମଣ ଉପରମୁଂହା ହୋଇଥିବାବେଳେ .. ବର୍ତ୍ତମାନ ଆଉ ଏକ ଚିନ୍ତା ଜନକ ଘଟଣା.. ପୁଣି ରୂପ ବଦଳାଉଛି କୋଭିଡ ଭୁତାଣୁ। କୋଭିଡି ଭୁତାଣୁ ଦ୍ଵାରା ୧୧୩ ଜଣ ସଂକମିତ ହେଲେଣି। ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୁଆ ପ୍ରଜାତି…