Day: 29 March 2023

ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ . ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ

ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଆସନ୍ତା ମେ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି ମେ ୧୦ରେ ଭୋଟ ୧୩ରେ ଆସିବ ଫଳାଫଳ ଏପ୍ରିଲ ୨୦ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ..ମେ ୨୪ ପୁର୍ବରୁ ନିର୍ବାଚନ ପ୍ରକ୍ରିୟା ହେବ ଶେଷ

କର୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଦିନ ସାଢେ଼ ୧୧ଟା ରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ୨୪ ମେ ୨୦୨୩ରେ ଶେଷ ହେଉଛି। ଏହା ପୁର୍ବରୁ ମତଦାନ ତାରିଖ ଘୋଷଣା ହେବ। କର୍ଣ୍ଣାଟକରେ ମୋଟ…