Day: 24 March 2023

ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ

କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀଙ୍କୁ ଲାଗିଛି ବଡ଼ ଝଟକା । ରାହୁଳଙ୍କ ସଂସଦର ସଦସ୍ୟତାକୁ ଶୁକ୍ରବାର ରଦ୍ଦ କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ପତ୍ର ଜାରି କରାଯାଇଛି । ମାନହାନୀ ମାମଲାରେ ସୁରଟ କୋର୍ଟ ଗୁରୁବାର…