Day: 23 March 2023

ମହାନଦୀ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ. ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୂଲତବୀ

ମହାନଦୀ ପ୍ରସଙ୍ଗ ନେ଼ଇ ଗୃହରେ ହଟ୍ଟଗୋଳ। ପ୍ରସକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ନାରାବାଜି। ଏଥିସହ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ମାନେ ପ୍ରତିବାଦ କରିଛନ୍ତି। ବାରମ୍ବାର ଗୃହ ଅଚଳ ହେବାରୁ ଅପରାହ୍ନ…

ମନମୋହନ ସାମଲ ବିଜେପିର ନୂଆ ରାଜ୍ୟ ସଭାପତି

ଭାଜପା ରାଜ୍ୟ ନେତୃତ୍ବରେ ପରିବର୍ତ୍ତିତ ହୋଇଛି ବିଜେପିର ରାଜ୍ୟ ସଭାପତି। ସମୀର ମହାନ୍ତିଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ତଥା ସଭାପତି ମନମୋହନ ସାମଲଙ୍କୁ ସଭାପତି ଦାୟିତ୍ଵ ମିଳିଛି ମନମୋହନଙ୍କୁ ନିଯୁକ୍ତି ଦେଲେ ବିଜେପି ଅଧକ୍ଷ ଜେପି ନଡ୍ଡା