Day: 20 March 2023

ଆସନ୍ତା ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ.

ସରିଲା ମାଟ୍ରିକ ପରୀକ୍ଷା। ଅପ୍ରେଲ ୩ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ତେବେ ଆସନ୍ତା ୪୫ଦିନ ଭିତରେ ଅର୍ଥାତ ଅପ୍ରେଲ ଶେଷ…

ଚାଲିପାରିଲାନି ପ୍ରଶ୍ନକାଳ; ବିରୋଧୀଙ୍କ ହଟ୍ଟଗୋଳ ଗୃହ ମୁଲତବୀ

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟଗୋଳ ବିରୋଧୀଙ୍କ ହୋହାଲ୍ଲା। ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ। ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ସଦସ୍ୟଙ୍କ…

ଆଜି ଶ୍ରୀଜିଉଙ୍କ ଖସାପଡା ନୀତି…୫ଘଣ୍ଟା ଦର୍ଶନ ବନ୍ଦ

ଆଜି ପବିତ୍ର ଚୈତ୍ର ମାସ କୃଷ୍ଣପକ୍ଷ ତିଥି। ଏ ଅବସରରେ ଶ୍ରୀ ମନ୍ଦିର ରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଖସାପଡା ନୀତି। ଧୂପ ପରେ ଦଇତାପତି ସେବକ ମାନେ ରତ୍ନ ସିଂହାସନ ଉପରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ମହାପ୍ରଭୁଙ୍କ ଏହି…

ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ -ସମସ୍ତଙ୍କୁ ପଖାଳ ଦିବସର ଶୁଭେଛା

ସମସ୍ତଙ୍କୁ ପଖାଳ ଦିବସର ଶୁଭେଛା ଆମ ପଖାଳ, ଆମର ଗର୍ବ, ଐତିହ୍ୟ, ଆମ ପାଇଁ ଅମୃତ, ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ…