Month: January 2023

କୁହୁଡ଼ି ଯୋଗୁଁ ମଝି ଚିଲିକାରେ ଫସିଲା ୪ ଡଙ୍ଗା

ନିର୍ଭୟ ମିଡ଼ିଆ : ବାଲଗୁାଁ : ଘନ କୁହୁଡ଼ିରେ ଆଚ୍ଛାଦିତ ଚିଲିକାର ଅଥଳ ଜଳରାଶିରେ ଫସିଲା ଡଙ୍ଗା । ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ । ଘନ କୁହୁଡ଼ି ଯୋଗୁ ଆଜି ସକାଳେ…

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୩ ଗୁରୁତର

ନିର୍ଭୟ ମିଡ଼ିଆ : ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବୁଢିପଦର ଗାଁ ନିକଟରେ ପିକଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି । ସୂଚନା…

ଆଜି ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ । ମକର ଚୌରାଅଶି…

କଂଗ୍ରେସ ସାଂସଦଙ୍କୁ ହୃଦ୍‌ଘାତ

ଏଜେନ୍ସୀ : ଚଣ୍ଡିଗଡ : ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ସାଂସଦଙ୍କୁ ହୃଦ୍‌ଘାତ। ଚାଲିଗଲା ସନ୍ତୋଖ ସିଂହ ଚୌଧୁରୀଙ୍କ ଜୀବନ। ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ…

ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଏଜେନ୍ସୀ : କୋଲକାତା : ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସ୍ଥାନ ରେ କପିଳ ମୁନିଙ୍କ…

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇ ଦୁଇଟି ପର୍ୟ୍ୟାୟରେ ୬ ଏପ୍ରିଲ ଯାଏ ଚାଲିବ

ଏଜେନ୍ସୀ : ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହା ଦୁଇଟି ପର୍ୟ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ…

ଜଙ୍ଗଲରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିର୍ଭୟ ମିଡ଼ିଆ : କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଗୁରୁଡ଼ିଝାଟିଆ ଥାନା ବ୍ରାହ୍ମଣବସ୍ତ ଜଙ୍ଗଲରୁ ଠାବ ହୋଇଛି । ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍‌ ଟିମ୍‌ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା…

ବିଶ୍ୱର ସର୍ବବୃହତ୍ତ ‘ଏମ୍‌ଭି ଗଙ୍ଗା ବିଳାସ’ କ୍ରୁଜ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଏଜେନ୍ସୀ : ବାରଣାସୀ : ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ବିଶ୍ୱର ସର୍ବବୃହତ ‘ରିଭର୍‌ କ୍ରୁଜ୍‌’ ‘ଏମଭି ଗଙ୍ଗା ବିଳାସ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହା ବାରାଣସୀରୁ ଯାତ୍ରା ଆରମ୍ଭ କରି ‘ଏମ୍‌. ଭି.…

ବସ୍‌ରେ ଶିରିଡ଼ି ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣା, ୧୦ ଭକ୍ତ ମୃତ

ଏଜେନ୍ସୀ : ମୁମ୍ବାଇ : ସାଇବାବାଙ୍କ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଆଜି ସକାଳେ ନାସିକ-ଶିରିଡ଼ି ରାଜପଥ ଅନ୍ତର୍ଗତ ପାଥରେ ନିକଟରେ ଗୋଟାଏ ଟ୍ରକ୍‌ସହିତ ଧକ୍କା ଖାଇବାରୁ ଅନ୍ୟୁନ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି ଅନେକ ଆହତ…

ବହି କିଣିବାକୁ ଯାଇ ୨ ନାବାଳିକା ଦୁଷ୍କର୍ମର ଶିକାର

ନିର୍ଭୟ ମିଡ଼ିଆ : ଫୁଲବାଣୀ : ବହି କିଣିବାକୁ ସାଙ୍ଗ ହୋଇ ଘର ପାଖ ବଜାରକୁ ଯାଇଥିଲେ ୨ ନାବାଳିକା । କିଛି ସମୟରେ ଘରକୁ ଫେରିଥାନ୍ତେ । ମାତ୍ର ତା’ ପୂର୍ବରୁ ୨ ଯୌନ ପିପାସୁଙ୍କ ହାବୁଡ଼ରେ ପଡ଼ିଗଲେ ।…