Day: 28 January 2023

ଭାରତ ଯୋଡା ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ…

ଆଜି ପବିତ୍ର ମାଘ_ସପ୍ତମୀ

ମାଘ ସପ୍ତମୀ ଦିନଟି ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି ଦୃଷ୍ଟିରୁ ମଧ୍ୟ ଏକ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟର ଲାଙ୍ଗୁଳା ନରସିଂହ ଦେବ ୧୨ବର୍ଷ କାଳ ୧୨ଶହ ବଢେ଼ଇ ନିଯୁକ୍ତ କରି ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ…

ଭୟଙ୍କର ଅଗ୍ନିକାଣ୍ଡ ଘଟି ଜୀବନ୍ତ ଜଳିଗଲେ ୫ ଜଣ

ହସ୍ପିଟଲରେ ଲାଗିଲା ନିଆଁ। ଭୟଙ୍କର ଅଗ୍ନିକାଣ୍ଡ ଘଟି ଜୀବନ୍ତ ଜଳିଗଲେ ୫ ଜଣ। ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଝାଡ଼ଖଣ୍ଡ ର ଧାନବାଦରେ ଥିବା ହାଜରା ହସ୍ପିଟାଲରେ। ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ରେସିଡେନ୍‌ସିଆଲ୍‌…