Day: 27 January 2023

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି

ନିର୍ଭୟ ମିଡ଼ିଆ : ଚମ୍ପୁଆ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି…

ମୋର୍‌ବୀ ସେତୁ ଦୁର୍ଘଟଣା: ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ ଓରେଭା ଗ୍ରୁପ୍‌ର ମୁଖ୍ୟଙ୍କ ନାଁ

ଏଜେନ୍ସୀ : ଅହମ୍ମଦାବାଦ : ଆଜି ପୁଲିସ ଗୁଜରାଟର ମୋର୍‌ବୀ ଝୁଲାପୋଲ ଦୁର୍ଘଟଣା ମାମଲାର ଦାଖଲ କରିଥିବା ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ ‘ଓରେଭା ଗ୍ରୁପ୍‌’ର ମୁଖ୍ୟ ଜୟକୁଶ ପଟେଲ୍‌ ବୋଲି ଉଲ୍ଲେଖ କରାଯାଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି ।…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା

ନିର୍ଭୟ ମିଡ଼ିଆ : କଳାହାଣ୍ଡି : ଜମି ବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କଳାହାନ୍ଦି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉନ୍ଦି ଗାଁରେ ଏହି ଘଟଣା ଘଟିଛି । ଅବସରପ୍ରାପ୍ତ ଶିକ୍ଷକ…

ଆମେରିକା ଗୁଳିରେ ଟଳିଲେ ଆଇଏସ୍‌ଆଇଏସ୍‌ ଲିଡର ସୁଦାନି ସମେତ ୧୦ ଆତଙ୍କବାଦୀ

ଏଜେନ୍ସୀ : ଆମେରିକା : ଆମେରିକା ଗୁଳିରେ ଟଳିଲା ସିନିୟର ଆଇଏସ୍‌ଆଇଏସ ଲିଡର ବିଲାଲ ଅଲ ସୁଦାନି । ଘଞ୍ଚ ଜଙ୍ଗଲ ଭିତରେ ଥିବା ଗୁମ୍ଫାରେ ପଶି ସୁଦାନିକୁ ମାରିଲା ଆମେରିକା । ସୁଦାନୀ ଦୀର୍ଘ ବର୍ଷ ହେଲା ଆମେରିକା ରାଡାରରେ…

ଶ୍ରୀଜିଉଙ୍କ ନୀତି ବିଳମ୍ବ, ସକାଳ ୭ଟାରେ ଖୋଲିଲା ସିଂହଦ୍ୱାର

ନିର୍ଭୟ ମିଡ଼ିଆ : ପୁରୀ : ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ଅହେତୁକ ବିଳମ୍ବ ହୋଇଛି । ଗତକାଲିର ନୀତି ଆଜି ସମାପନ ହୋଇଛି । ଶ୍ରୀମନ୍ଦିର ପହୁଡ଼ ଆଜି ସକାଳେ ହୋଇଛି । ଅର୍ଥାତ ସ୍ୱାଭାବିକ ଦିନରେ ପହୁଡ଼ ରାତିରେ…

ରୁଷର ମିସାଇଲ ମାଡ଼ରେ ୧୧ ମୃତ

ଏଜେନ୍ସୀ : ରୁଷ : ପୁଣିଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ । ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରୁଷ ହମଲାରେ ୧୧ ଜଣ ସାଧାରଣ…