Day: 25 January 2023

ଜେଏନ୍‌ୟୁ ଅଶାନ୍ତ; ମୋଦିଙ୍କ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ବେଳେ ପଥର ମାଡ଼

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତରଫରୁ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ନେଇ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଘଟିଛି ତୁମୁଳ କାଣ୍ଡ । କଲେଜ ପ୍ରଶାସନର ବାରଣ ସତ୍ତ୍ୱେ ଛାତ୍ର ସଂଘ ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ…

ଲଖିମପୁର ଖେରି ହିଂସା: ମନ୍ତ୍ରୀଙ୍କ ପୁଅକୁ ମିଳିଲା ଜାମିନ୍‌

ଏଜେନ୍ସୀ : ଉତ୍ତରପ୍ରଦେଶ : ଦୀର୍ଘ ଦିନ ପରେ ଜେଲରୁ ବାହାରିବେ ମନ୍ତ୍ରୀଙ୍କ ପୁଅ । ଲଖିମପୁର ଖେରି ହିସା ମାମଲରେ ମୁଖ୍ୟ ଅଭିଯୁକ୍ତ ଥିବା ଆଶିଷ ମିଶ୍ରାଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ…

ପରଲୋକରେ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ…

ଭାଜପା ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ କଳ୍ପନାଜଳ୍ପନା ପରେ ଭାଜପା ଛାଡ଼ିଲେ ଗମାଙ୍ଗ ବାପପୁଅ । ଉଭୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ଭାଜପା ଛାଡ଼ିଛନ୍ତି । ଭାଜପାର ପ୍ରାଥମିକ ସଦସ୍ୟ ପଦ ସମେତ…