Day: 21 January 2023

ବୌଦ୍ଧିକ ଜ୍ଞାନର ଅର୍ଥନୀତି :ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆମ ଭାରତୀୟ ଜୀବନ ପ୍ରବାହରେ ବ୍ରାଣ୍ଡ୍‌ର ଯଥାର୍ଥତା ଅସୀମ। ମହାପ୍ରଭୁ ଶ୍ରୀଜଗନ୍ନାଥ, ହିମାଳୟ, ସାଗର, ସମ୍ରାଟ ଖାରବେଳ, ହଜାର ହଜାର ବର୍ଷ…

ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉଡ଼ିବ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉଡ଼ିବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପତାକା ଉତ୍ତୋଳନ କରିବେ। ସମସ୍ତ ସ୍କୁଲ ଶିକ୍ଷକ,…

ମିନିବସ୍ ରାସ୍ତାରୁ ଖସିଯାଇ ଦୁର୍ଘଟଣା

ଏଜେନ୍ସୀ : ଶ୍ରୀନଗର : ଶୁକ୍ରବାର ସନ୍ଧ୍ୟା ବେଳେ ଜମ୍ମୁ ଓ କଶ୍ମୀରର କଠୁଆ ଜିଲ୍ଲାରେ ଗୋଟାଏ ମିନିବସ୍ ରାସ୍ତାରୁ ଖସିଯାଇ ଖାଇରେ ପଡ଼ିଯିବାରୁ ଜଣେ ମହିଳାଙ୍କ ସମେତ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୫ଜଣ ଆହତ…

ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ନୀତିନିର୍ଘଣ୍ଟ ସ୍ଥିର

ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ତ୍ରିବେଣୀଶ୍ବର, ଦକ୍ଷିଣେଶ୍ବର ଓ ଈଶାଣେଶ୍ବର ମହାଦେବ ଭୋର ୪ଟା ୪୧ରୁ ସକାଳ ୬ଟା ୨୪ ମିନିଟ୍‌ ମଧ୍ୟରେ ମହାସ୍ନାନ କରିବା ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ଼ ପକାଇବାର ସୁଯୋଗ…

ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ପ୍ରସ୍ତୁତି ଜାରି ରଖିଥିବାବେଳେ ଆଜିଠୁ ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ଓ ରାଷ୍ଟ୍ରୀୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ବୈଠକ…