୨ ସନ୍ଦିଗ୍ଧ ଆତଙ୍କାବଦୀ ଗିରଫ, ଟାର୍ଗେଟରେ ଥିଲେ ରାଜନେତା
ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍କୁ ମିଳିଲା ବଡ ସଫଳତା । ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ । ଏମାନଙ୍କ ପରିଚୟ ପଞ୍ଜାବ ଗୁରଦାସପୁରର ବାସିନ୍ଦା ଜଗବୀର ଓରଫ ଜଗା ଏବଂ ଗୁରପ୍ରିତ ବୋଲି ଜଣାପଡିଛି…
One Step Ahead
ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍କୁ ମିଳିଲା ବଡ ସଫଳତା । ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ । ଏମାନଙ୍କ ପରିଚୟ ପଞ୍ଜାବ ଗୁରଦାସପୁରର ବାସିନ୍ଦା ଜଗବୀର ଓରଫ ଜଗା ଏବଂ ଗୁରପ୍ରିତ ବୋଲି ଜଣାପଡିଛି…
ଏଜେନ୍ସୀ : ନୂଆଦିଲ୍ଲୀ : ମଙ୍ଗଳବାର ସକାଳେ ‘ଟୁଇଟର୍’ର ପ୍ରସିଦ୍ଧ ‘ପକ୍ଷୀ’ ଲୋଗୋର ପ୍ରତିମୂର୍ତ୍ତିକୁ ୧ ଡଲାର୍ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରି କରାଯାଇଥିବା କଥା ‘ବିବିସି’ ରିପୋର୍ଟ ପ୍ରକାଶ କରିଛି । କିନ୍ତୁ, ଏହି ‘ପକ୍ଷୀ’ ପ୍ରତିମୂର୍ତ୍ତିର…
ଏଜେନ୍ସୀ : ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗ ପରେ ଆକ୍ସନ ମୁଡକୁ ଆସିଛି କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ଯୋଦ୍ଧା ମହାସଂଘକୁ କ୍ରୀଡା ମନ୍ତ୍ରାଳୟ ୭୨ ଘଣ୍ଟାର ମହଲତ ଦେଇଛି । ଯଦି ୭୨ ଘଣ୍ଟା…
ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ୪୦ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁ ନିକଟରେ ଆଜି…
ନିର୍ଭୟ ମିଡ଼ିଆ : ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ପାଟଣାଗଡ-ବେଲପଡା ରାସ୍ତାର ପୋଢଛାପର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ପଛରେ ୍ରୱିଙ୍ଗର ଭ୍ୟାନ୍ ପିଟି ହେବାରୁ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ…
ଏଜେନ୍ସୀ : ପୁନେ : ମହାରାଷ୍ଟ୍ରର ମନଗାଇଁ ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ-ଗୋଆ ରାଜପଥରେ ଗୋଟାଏ ଟ୍ରକ୍ ଓ ଗୋଟାଏ କାର୍ ସହିତ ମୁହାଁମୁହିଁ ଧକ୍କା ଖାଇବାରୁ ଅନ୍ୟୁନ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି । ପୁଲିସ କହିବା…