Day: 16 January 2023

ନେପାଳର ଜଣାଶୁଣା ଲୋକଗୀତ କଣ୍ଠଶିଳ୍ପୀ ନୀରା ଛାନ୍‌ତ୍ୟାଲଙ୍କ ପରଲୋକ

ଏଜେନ୍ସୀ : ନେପାଳ : ନେପାଳର ଜଣାଶୁଣା ଲୋକଗୀତ କଣ୍ଠଶିଳ୍ପୀ ନୀରା ଛାନ୍‌ତ୍ୟାଲଙ୍କ କ୍ଷେତ୍ରରେ। ଗତକାଲି ସେ ସୋଶାଲ ମିଡିଆରେ ଲେଖିଥିଲେ, ମୁଁ ଆସନ୍ତାକାଲି ପୋଖରା ଯାଉଛି। ସେଠି ମଜା କରିବା। ହେଲେ ସତ ହୋଇପାରିଲାନି ତାଙ୍କ ସୋଶାଲ ମିଡିଆ ପୋଷ୍ଟ।…

ଥରୁଛି ରାଜଧାନୀ.. ଅସ୍ତବ୍ୟସ୍ତ ଦିଲ୍ଲୀବାସୀ

ଏଜେନ୍ସୀ : ନୂଆଦିଲ୍ଲୀ : ଥରୁଛି ରାଜଧାନୀ। ଘାଇଲା କରିଛି ଅସମ୍ଭାଳ ଜାଡ। ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଚାରିଆଡେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା। ଘରୁ ବାହାରିବା ବି ମୁସ୍‌କିଲ୍। ରାଜଧାନୀରେ ରେକର୍ଡ ଭାଙ୍ଗିଛି ଶୀତ। ଆଜି ଦିଲ୍ଲୀ…

ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ଏଜେନ୍ସୀ : ପାଟନା ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ। ତାଙ୍କ କାର୍‌କେଡ୍‌ରେ ସାମିଲ ଥିବା ଏକ ଏସ୍କର୍ଟ ଗାଡି ଓଲଟି ପଡିଛି। ଫଳରେ ଏଥିରେ ଥିବା ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ବିହାର…