Day: 14 January 2023

ଦୋହଲିଲା ଧର୍ମଶାଳା, ଲୋକେ ଭୟଭୀତ

ଏଜେନ୍ସୀ : ଡେରାଡୁନ : ଦୋହଲିଲା ଧର୍ମଶାଳା । ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୋଟିଏ ପଟେ ଯୋଶୀମଠ ଧସୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମଶାଳାରେ ଆସିଥିବା ଭୂମିକମ୍ପ ଲୋକଙ୍କୁ…

ଆସନ୍ତା ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର

ଏଜେନ୍ସୀ : ନୂଆଦିଲ୍ଲୀ : ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର । ଏନେଇ ଜୋରସୋରରେ ଚାଲିଛି ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ…

କୁହୁଡ଼ି ଯୋଗୁଁ ମଝି ଚିଲିକାରେ ଫସିଲା ୪ ଡଙ୍ଗା

ନିର୍ଭୟ ମିଡ଼ିଆ : ବାଲଗୁାଁ : ଘନ କୁହୁଡ଼ିରେ ଆଚ୍ଛାଦିତ ଚିଲିକାର ଅଥଳ ଜଳରାଶିରେ ଫସିଲା ଡଙ୍ଗା । ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ । ଘନ କୁହୁଡ଼ି ଯୋଗୁ ଆଜି ସକାଳେ…

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୩ ଗୁରୁତର

ନିର୍ଭୟ ମିଡ଼ିଆ : ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବୁଢିପଦର ଗାଁ ନିକଟରେ ପିକଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି । ସୂଚନା…

ଆଜି ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ । ମକର ଚୌରାଅଶି…

କଂଗ୍ରେସ ସାଂସଦଙ୍କୁ ହୃଦ୍‌ଘାତ

ଏଜେନ୍ସୀ : ଚଣ୍ଡିଗଡ : ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ସାଂସଦଙ୍କୁ ହୃଦ୍‌ଘାତ। ଚାଲିଗଲା ସନ୍ତୋଖ ସିଂହ ଚୌଧୁରୀଙ୍କ ଜୀବନ। ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ…

ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଏଜେନ୍ସୀ : କୋଲକାତା : ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସ୍ଥାନ ରେ କପିଳ ମୁନିଙ୍କ…