Day: 6 January 2023

ପ୍ରଥମେ ଗଛ ପରେ ମନ୍ଦିରକୁ ଧକ୍କା ଦେଲା ବିମାନ, ପାଇଲଟ୍‌ ମୃତ

ଏଜେନ୍ସୀ : ରେୱା : ମଧ୍ୟପ୍ରଦେଶର ରେୱାରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରେନି ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁବାର ରାତି ସାଢେ ୧୧ଟାରୁ ୧୨ ଭିତରେ ଏହି…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ମିଳିବ ଚିକେନ, ଫଳ

ଏଜେନ୍ସୀ : କୋଲକାତା : ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜନସମର୍ଥନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି । ଏହି ନୂଆ ଯୋଜନା ଅନୁଯାୟୀ ଏଣିକି ସ୍କୁଲରେ ଭାତ ସାଙ୍ଗକୁ ଋତୁକାଳୀନ ଫଳ,ଅଣ୍ଡା…

ଟ୍ରେନ୍‌ଯାତ୍ରୀଙ୍କୁ ପିଟି ୨ ଟିଟିଇ ନିଲମ୍ବିତ

ଏଜେନ୍ସୀ : ପାଟନା : ଟ୍ରେନ୍‌ଯାତ୍ରୀଙ୍କୁ ଅତି ଅସଭ୍ୟ ଭାବେ ଅସଦାରଣ କରିବା ଏବଂ ସର୍ବସାଧାରଣରେ ନିର୍ଯାତନା ଦେବା ୨ ଜଣ ଟିଟିଇଙ୍କୁ ମହଙ୍ଗା ପଡ଼ିଛି । ସେମାନଙ୍କର ଏହି ଦୁର୍ବ୍ୟବହାର ପାଇଁ ରେଲୱେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।…

ଦିଲ୍ଲୀ ମେୟର ନିର୍ବାଚନରେ ଆପ କାଉନସିଲରଙ୍କ ବିକ୍ଷୋଭ

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍‌ସିଡି) ମେୟର ନିର୍ବାଚନରେ ଆଜି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ମତଦାନ କେନ୍ଦ୍ରରେ ଆମ୍‌ ଆଦମୀ ପାର୍ଟି (ଆପ) କାଉନସିଲରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ…

ତପ୍ତପାଣି ଘାଟିରେ ବସ୍‌ ବ୍ରେକ ଫେଲ୍‌ ଯୋଗୁଁ ଦୁର୍ଘଟଣା : ୧୦ ଆହତ

ନିର୍ଭୟ ମିଡ଼ିଆ : ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍‌ଟି ଗଜପତି ଜିଲ୍ଲା…

ଆକାଶ ପାଠକଙ୍କ ବିଏମଡବ୍ଲୁ କାର୍‌ ଜବତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆକାଶ ପାଠକଙ୍କର ବିଏମଡବ୍ଲୁ କାର୍‌କୁ ଜବତ କରିଛି ଇଡି । ୭୨ ଲକ୍ଷ ନଗଦ ଟଙ୍କା ଦେଇ ଏହି…

ଆଜି ଶେଷ ହେବ ବରଗଡ଼ ଧନୁଯାତ୍ରା

ନିର୍ଭୟ ମିଡ଼ିଆ : ବରଗଡ଼ : କଂସ ବଧ ଶହ ଆଜି ଶେଷ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗତ ୩୧ ତାରିଖରୁ ଆରମ୍ଭ ଧନୁଯାତ୍ରା ଅନ୍ତିମ ଦିବସରେ ପହଞ୍ଚିଛି । ମୁକ୍ତାକାଶ ରଙ୍ଗ ମଞ୍ଚରେ କୃଷ୍ଣଜନ୍ମ ଠାରୁ…

ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ ଯୋଗୁଁ କାଳିଆ ଦର୍ଶନରୁ ବଞ୍ଚିତ ଲୋକେ

ନିର୍ଭୟ ମିଡ଼ିଆ : ପୁରୀ : ବିନା କୌଣସି ସୂଚନା ତଥା ପୂର୍ବ ନୋଟିସରେ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ କାଳିଆ ଦର୍ଶନ କରି ନ…