Day: 5 January 2023

୧୮,୦୦୦ କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ । ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌ । ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ବିଦା କରିବ…

ମାଙ୍କଡ଼ ସହ ସେଲଫି ବେଳେ ୫୦୦ ଫୁଟ ତଳକୁ ଖସି ଯୁବକ ମୃତ

ଏଜେନ୍ସୀ : ମୁମ୍ବାଇ : କାଳ ହେଲା ସେଲଫି । ଜୀବନ ନେଇଗଲା ଅଜବ ନିଶା । ମାଙ୍କଡ଼ ସହ ସେଲଫି ନେଉଥିବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ ତଳକୁ ଖସି ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରର ଭରଣ୍ଡ ଘାଟି…

ଚାକିରି ନଥିବାରୁ ଯୁବକଙ୍କୁ ବାହା ହେବା ପାଇଁ ଝିଅ ମିଳୁନି : ଶରଦ ପାୱାର

ଏଜେନ୍ସୀ : ମୁମ୍ବାଇ : ଚାକିରି ନଥିବାରୁ ଯୁବକଙ୍କୁ ବାହା ହେବା ପାଇଁ ଝିଅ ମିଳୁନି । ଫଳରେ ବୟସାଧିକ ହୋଇ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣାରେ ଭୋଗୁଛନ୍ତି ଯୁବପିଢ଼ି । ଏହା କହି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର…

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଏଜେନ୍ସୀ : ବେଙ୍ଗାଲୁରୁ : ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ । କର୍ଣ୍ଣାଟକର ସବଧତି ଟାଉନରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା…

ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଯାଉଥିବା ଜଣେ ମହିଳା ପୁଲିସ ୍‌ଏସଆଇଙ୍କ ଗାଡ଼ିକୁ ପିଛା କରି ଆକ୍ରମଣ କରିବାକୁ ଉଦ୍ୟମ କରିବା ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ପୁଲିସ୍‌ । ସେମାନେ ହେଲେ ଚକ, ଅରୁ ଓ…

ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ମରା ଘଟଣା; ୩ ଛାତ୍ରଙ୍କୁ ଗିରଫ କଲା ପୁଲିସ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ବିଜେବି କଲେଜ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଛାତ୍ରମାନେ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ର । ତେବେ ଏହି ଘଟଣାରେ…

ସିରଜ ଦୁର୍ଘଟଣା; ବାଇକ୍‌ ଆରୋହୀ ମୃତ, ୨ ଛାତ୍ରୀ ଗୁରୁତର

ନିର୍ଭୟ ମିଡ଼ିଆ : ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଆଜି ସକାଳେ ସିରଜ ଦୁର୍ଘଟଣା ଘଟିଛି । ଏକ କାର୍‌ ଦ୍ରୁତଗତିରେ ଆସି ବାଇକ୍‌ ଧକ୍କାକୁ ଦେଇଥିଲେ । ତା’ ପରେ ସାଇକେଲ…

ଏବର୍ଷ ଚିଲିକାକୁ ୫୭ ହଜାର ଅଧିକ ପକ୍ଷୀ ଆସିଛନ୍ତି

ନିର୍ଭୟ ମିଡ଼ିଆ : ବାଲୁଗାଁ : ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ । ଏଥର ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯ ଶହ ୨୯ ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ୫୭ ହଜାର…

ରେଲୱେରେ ଚାକିରି ଦେବା ନାଁରେ ସାଢେ ୭ ଲକ୍ଷ ଲୁଟିନେଲେ ଯୁବତୀ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ରେଳବାଇରେ ଗ୍ରୁପ-ସି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କଠାରୁ ସାଢେ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବତୀଙ୍କୁ ବାନ୍ଧିଛି ବ୍ରହ୍ମପୁର ଟାଉନ ଥାନା ପୁଲିସ । ସାଢେ ୭ ଲକ୍ଷ…

ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ ଓଡ଼ିଶାରେ ଆଜି ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ୫ଜି ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର…