Day: 4 January 2023

ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଥିଲା ଗଞ୍ଜେଇ

ନିର୍ଭୟ ମିଡିଆ : ବୌଦ୍ଧ : ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଘରୋଇ ଆମ୍ବୁଲାନ୍ସ । କୌଣସି ଗୁରୁତର ରୋଗୀ ହସ୍ପିଟାଲ ଯାଉଥିବ ଭାବି ଲୋକେ ରାସ୍ତା ଛାଡ଼ି ଦେଉଥିଲେ । ହେଲେ ହଠାତ୍‌ମଝି ରାସ୍ତାରେ ବାଟ…

ବିଶ୍ୱକପ ହକି ଖେଳାଳିଙ୍କ ଦିଆଯିବ ମାଣ୍ଡିଆ ଖାଦ୍ୟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ବିଶ୍ୱକପ୍‌ ହକି ମ୍ୟାଚ୍‌ । ଏହି ସମୟରେ ଦେଶ ବିଦେଶରୁ ଖେଳାଳି ଓଡ଼ିଶାକୁ ଆସିବେ । ସେମାନଙ୍କୁ ମାଣ୍ଡିଆ…

ଆଜି ଜେଲରେ ଜେରା ହେବେ ଅର୍ଚ୍ଚନା ନାଗ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗକୁ ଜେଲରେ ଜେରା କରିବ ଇଡି । ଡିଜିଟାଲ୍‌ ଏଭିଡେନ୍ସ ପାଇବା ଆଜି ଇଡି ଜେଲ୍‌ ଭିତରେ ଅର୍ଚ୍ଚନାକୁ ଜେରା କରିବ । ଏଥିଲାଗି ଗତକାଲି କୋର୍ଟ ଇଡିକୁ ଅନୁମତି…

ମାରଣାସ୍ତ୍ର ଧରି ମହିଳା ଏସ୍‌ଆଇଙ୍କୁ ଗୋଡ଼ାଇଲେ ଦୁର୍ବୃତ୍ତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଚ୍‌ରାସ୍ତାରେ ପୁଲିସ୍‌ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍‌ଇନ୍ସପେକ୍ଟର ବି ଅସାମାଜିକ ଯୁବକଙ୍କ କବଳରୁ ବର୍ତ୍ତି ପାରି ନାହାନ୍ତି । ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ପଶି…

ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ନିର୍ଭୟ ମିଡ଼ିଆ : ବାଲୁଗାଁ : ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ବାଲୁଗାଁ ବନଖଣ୍ଡ ଅଧିନରେ ଥିବା ଟାଙ୍ଗୀ,…

ବସ୍‌କୁ ଧକ୍କା ଦେଲା ହାଇୱା, ୩୦ଆହତ

ନିର୍ଭୟ ମିଡ଼ିଆ : ଆଳି : କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌କୁ ହାଇୱା ଧକ୍କା ଦେବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି । ଦୁର୍ଘଟଣାରେ…