Day: 3 January 2023

କିଛି ଦିନର ବିରତି ପରେ ପୁଣି ଥରେ ଆରମ୍ଭ ହେଲା ଭାରତ ଜୋଡ଼ୋ ଯାତ୍ରା

ଏଜେନ୍ସୀ : ନୂଆଦିଲ୍ଲୀ : ବ୍ରେକ ପରେ ପୁଣି ଆରମ୍ଭ ହେଲା କଂଗ୍ରେସର ଭାରତ ଜୋଡୋ ଯାତ୍ରା । ରାଜଧାନୀ ଦିଲ୍ଲୀରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି । ଶୀତ ପାଇଁ ବିଶ୍ରାମ ପରେ ଆଜି ପୁଣି ଥରେ ଏହି…

ପାର୍ଟିରେ ଗୁଳି ଫୁଟାଇଲେ କଂଗ୍ରେସ ବିଧାୟକ, ମାମଲା ରୁଜୁ

ଏଜେନ୍ସୀ : ଭୋପାଳ : ପୁଣି ବିବାଦରେ କଂଗ୍ରେସ ବିଧାୟକ ସୁନୀଲ ସରାଫ । ନୂଆବର୍ଷ ପାଳନ ବେଳେ ଭୁଲିଗଲେ ନିୟମ । ସମସ୍ତଙ୍କ ଆଗରେ ନିଜ ଲାଇସେନ୍ସ ଯୁକ୍ତ ବନ୍ଧୁକରେ ଫୁଟାଇଲେ ଗୁଳି । ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ଘଟିଛି…

ପରସ୍ପର ସହ ଧକ୍କା ହେଲା ୬ ଗାଡ଼ି, ଗୋଟିଏ ପରିବାରର ୫ ମୃତ

ଏଜେନ୍ସୀ : ଚେନ୍ନାଇ : ତାମିଲନାଡୁରେ ସିରିଜ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେଲା ୬ ଗାଡି । ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାର ୱେୟପୁର ନିକଟରେ ଆଜି ଭୋରୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଗୋଟିଏ…

ବସ୍‌ ସହ କାର ମୁହାଁମୁହିଁ ଧକ୍କା ; ୨ ମୃତ, ୨ ଗୁରୁତର

ନିର୍ଭୟ ମିଡ଼ିଆ : ଭବାନୀପାଟଣା ଗତକାଲି ବିଳମ୍ବିତ ରାତିରେ ଏକ ବସ୍‌ଓ କାର୍‌ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ…

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ଆଖି ବୁଜିଲେ

ନିର୍ଭୟ ମିଡ଼ିଆ : ପାରାଦୀପ : ଓଡ଼ିଶାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁଜନିତ ସସ୍‌ପେନ୍ସ ଉପରୁ ପରଦା ହଟି ନ ଥିବା ବେଳେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି । ପୁଣି ଜଣେ ରୁଷୀୟ ନାଗରିକ ଓଡ଼ିଶାରେ ଆଖି ବୁଜିଛନ୍ତି…

ସମାଧାନ ହେଉନି ପିଡି ଡିଆରଡିଏ ଓ ପୌରପାଳିକା ଅଧ୍ୟକ୍ଷଙ୍କ କଳି, ଆଜି ନବରଙ୍ଗପୁର ବନ୍ଦ

ନିର୍ଭୟ ମିଡ଼ିଆ : ନବରଙ୍ଗପୁର : ତେଜିଲା ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଓ ପିଡି ଡିଆରଡିଏ କଳି । ଏହି ମାମଲା ସମାଧାନ ହେବା ନାଁ ଧରୁ ନ ଥିବାରୁ ଆଜି ଭାଜପା ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା…

ଏମ୍ସକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ନିମୋନିଆରେ ପୀଡ଼ିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ସାଂସଦ…

ଟ୍ରକକୁ ପଛରୁ ପିଟିଲା ସ୍କୁଟି; ୨ ମୃତ, ଜଣେ ଗୁରୁତର

ନିର୍ଭୟ ମିଡ଼ିଆ : ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଏକ ସ୍କୁଟି…

୩ ଦିନ ଧରି ଉପାସ ରହିଲେଣି ପ୍ରଭୁ ଶ୍ରୀଲିଙ୍ଗରାଜ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିକୁ ମିଶାଇ ୩ ଦିନ ହେଲାଣି ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି । ଭୋଗମଣ୍ଡପରେ…