Day: 2 January 2023

ଜାନୁଆରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ଜାନୁଆରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ ।…

ଯାତ୍ରୀବାହୀ ଟ୍ରେନ୍‌ର ୮ ବଗି ଲାଇନଚ୍ୟୁତ , ୧୦ ଆହତ

ଏଜେନ୍ସୀ : ଜୟପୁର : ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌ । ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାଜସ୍ଥାପର ପାଲିରେ ଘଟିଛି ଏଭଳି କିଛି ରେଳ…

ଆତଙ୍କବାଦୀ ଆକ୍ରମଣ : କାଲି ଗୁଳିମାଡ଼, ଆଜି ଆଇଇଡି ବ୍ଲାଷ୍ଟ, ୫ ଆହତ

ଏଜେନ୍ସୀ : ଶ୍ରୀନଗର : ଆଜି ପୁଣିଥରେ ଘଟିରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଗତକାଲି ଯେଉଁଠି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ ସେଠି ଆଜି ଆଇଇଡି ବ୍ଲାଷ୍ଟ ହୋଇଛି । ବିସ୍ଫୋରଣରେ ଦୋହଲିଛି ଜମ୍ମୁକଶ୍ମୀରର ରଜୌରୀ ଅଞ୍ଚଳ । ଏଥିରେ ଜଣେ…

କରୋନା ଡର, ଅଫଲାଇନ୍‌ ପରୀକ୍ଷାକୁ ନେଇ ଚିନ୍ତାରେ ଯୁକ୍ତ ୨ ଛାତ୍ରଛାତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଟେନ୍‌ସନ୍‌ ବଢ଼ାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ତିନି ବର୍ଷ ପରେ ଶତ ପ୍ରତିଶତ ସିଲାବସ୍‌ରେ ଅଫଲାଇନ୍‌ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ…

ବର୍ଷ ବର୍ଷ ଧରି ସ୍କୁଲ ଆସୁ ନ ଥିବା ୧୦ ଶିକ୍ଷକ ବିଦା

ନିର୍ଭୟ ମିଡ଼ିଆ : ମାଲକାନଗିରି : ଶିକ୍ଷାଦାନ ପରି ମହତ କାମ ପାଇଁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ପିଲାମାନଙ୍କୁ ଶିକ୍ଷାଦାନ କରିବା ପରିବର୍ତ୍ତେ ବର୍ଷ ବର୍ଷ ଛୁଟିରେ ରହିଲେ । ଏନେଇ ନା କୌଣସି ଦରଖାସ୍ତ ଦେଲେ…

ଯଥାର୍ଥ ଥିଲା ନୋଟବନ୍ଦୀ : ସୁପ୍ରିମକୋର୍ଟ

ଏଜେନ୍ସୀ : ନୂଆଦିଲ୍ଲୀ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ । ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି । ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଶୁଣାଇଛନ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା…