Month: January 2023

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା । ଆଜି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ନୂତନ ରାଜଧାନୀର ନାଁ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ…

ସେନାକୁ ବଡ଼ ସଫଳତା, ୪ ଲସ୍କର ଆତଙ୍କବାଦୀ ଗିରଫ

ଏଜେନ୍ସୀ : ଜମ୍ମୁ କାଶ୍ମୀର : ସେନାକୁ ମିଳିଛି ବଡ଼ ସଫଳତା । ଜମ୍ମୁକଶ୍ମୀରର ଅବନ୍ତିପୁରାରେ ସୁରକ୍ଷାବାହିନୀ ପକ୍ଷରୁ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ଏକ ଠିକଣାକୁ ଧ୍ୱଂସ କରିଛି । ଏଥିସହ ଅବନ୍ତିପୁରାର ହଫୁ ନମ୍ବିପୋରା ଜଙ୍ଗଲ ନିକଟରୁ ୪ ଜଣ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଧରାପଡ଼ିଲା ବ୍ୟକ୍ତି

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ । ଗତ ବିଳମ୍ବିତ ରାତିରେ କେଜ୍ରିୱାଲଙ୍କ ନିକଟକୁ ଏକ ପିସିଆର୍‌ କଲ୍‌ ଆସିଥିଲା । ଏହି ଫୋନ୍‌ କଲ୍‌ ମାଧ୍ୟମରେ ତାଙ୍କ ଜୀବନରେ ମାରି ଦେବାକୁ ଧମକ…

ବସ୍‌ ଭିତରେ ପଶିଗଲା କାର୍‌, ୪ ମୃତ

ଏଜେନ୍ସୀ : ମୁମ୍ବାଇ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ବସ୍‌କୁ ଧକ୍କା ଦେଇଛି କାର୍‌ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସୂଚନା…

ଭିଜିଲାନ୍ସ ଜାଲରେ ଜିଏମ୍‌, ୧୦ଟି ସ୍ଥାନରେ ଚଢ଼ାଉ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍‌ ଜିଏମ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍‌ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍‌ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଓ…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନିର୍ଭୟ ମିଡ଼ିଆ : ବରଗଡ଼ : ଦାମ୍ପତ୍ୟ କଳହ ନେଲା ଉଗ୍ର ରୂପ । ବିଚ୍‌ରାସ୍ତାରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ହେଲା ଘମାଘୋଟ ଉଚ୍ଚବାଚ । ଶେଷରେ ହିତାହିତ ଜ୍ଞାନ ହରାଇ ବସିଥିବା ସ୍ୱାମୀ ନିଜ ସ୍ତ୍ରୀ ବେକରେ ଗାମୁଛା ପକାଇ…

ଏଥର ବଜେଟ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ଏଜେନ୍ସୀ : ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଭାରତର ବଜେଟ୍‌ ଉପରେ ପୂରା ବିଶ୍ୱର ଦୃଷ୍ଟି ରହିଛି…

୧୫ ଫୁଟ ତଳକୁ ଖସିଲା ଚିପ୍ସ ବୋଝେଇ ଟ୍ରକ୍‌

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ଏକ ଚିପ୍ସ ବୋଝେଇ ଟ୍ରକ୍‌ଭାରସାମ୍ୟ ହରାଇ ଜାତୀୟ ରାଜପଥର ୧୫ ଫୁଟ ତଳକୁ ଖସି…

ଜଳିଗଲା ବ୍ୟବସାୟ ପ୍ରତିଷ୍ଠାନ, ୩ ଗୁରୁତର

ନିର୍ଭୟ ମିଡ଼ିଆ : କଟକ : କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବ୍ୟବସାୟ ପ୍ରତିଷ୍ଠାନରର ଲାଗିଥିବା ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ…

ଆମ୍ବୁଲାନ୍ସ-ବସ୍‌ ମୁହାଁମୁହିଁ ଧକ୍କା

ନିର୍ଭୟ ମିଡ଼ିଆ : ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ରାଧାନଗରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍‌ଧକ୍କା ଦେବାରୁ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି…