ଭାରତକୁ ପାକିସ୍ତାନର ପରମାଣୁ ଯୁଦ୍ଧ ଧମକ December 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଭାରତକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ । ପାକିସ୍ତାନର ଜଣେ ମନ୍ତ୍ରୀ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ପାକିସ୍ତାନର ସାମାଜିକ ସୁରକ୍ଷା ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ସାଜିଆ…
ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା ପାକିସ୍ତାନ December 19, 2022 ଏଜେନ୍ସୀ : ପେଶାୱାର୍ : ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା । ଯେଉଁ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସମର୍ଥନ ସହଯୋଗ କରିଆସୁଥିଲା ଆଜି ସେଇ ରଣନୀତି ପାକିସ୍ତାନ ପାଇଁ ଘାତକ ହୋଇଛି । ରବିବାର ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍…
ଭୋଜି ଖାଇ ଫେରିବା ବେଳେ କଣ୍ଟେନର୍କୁ ଧକ୍କା ଦେଲା ବସ୍ December 19, 2022 ଏଜେନ୍ସୀ : ମୁମ୍ବାଇ : ବିବାହ ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ଯମ । କଣ୍ଟେନରକୁ ଧକ୍କା ଦେଲା ପରିବାର ଓ ଅତିଥିରେ ଭର୍ତ୍ତି ଥିବା ବସ୍ । ଫଳରେ ଚାଲିଗଲା ଜଣକଙ୍କ ଜୀବନ । ମୁମ୍ବାଇ ପୁଣେ…
ଭୂକମ୍ପରେ ଥରିଲା ନେପାଳ December 19, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ନେପାଳ । ବିଳମ୍ବିତ ରାତିରେ ଏଠାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ସୂଚନା ମୁତାବକ, ଗତକାଲି ରାତି ୧୦ଟା…
କଟକଣା ହଟିବା ପରେ ମାଡ଼ିବସିଲା କରୋନା, ଶ୍ମଶାନରେ ମିଳୁନି ଜାଗା December 19, 2022 ଏଜେନ୍ସୀ : ବେଜିଂ : ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା । ନିଜକୁ ବଞ୍ଚାଇବା ପାଇଁ ଭୟରେ ଘରେ ଲୋକେ ବନ୍ଦି ହୋଇପଡିଛନ୍ତି । ଚାରିଆଡେ ଶୂନ୍ଶାନ ହୋଇପଡିଛି ରାସ୍ତାଘାଟ । କଟକଣା ହଟିବା ପରେ ଦେଶକୁ ମାଡି ବସିଛି…
ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୫ଲକ୍ଷ ଟଙ୍କାର ବାଣ ଜବତ December 19, 2022 ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଗାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ । ରାତିଅଧିଆ ପୁଲିସ ଚଢ଼ାଉ କରି ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୁଲିସ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି ।…
ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚୋରା ଚାଲାଣ ହେଉଥିଲା କଇଁଛ, ଜବତ କଲା ବନ ବିଭାଗ! December 19, 2022 ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ଚୋରା ଚାଲାଣ ବେଳେ ୨୦ରୁ ଅଧିକ କଇଁଛକୁ ଜବତ କରିଛି ବନ ବିଭାଗ । ଗତକାଲି ରାତିରେ ଏପରି ଘଟଣା ଘଟିଛି । ପୂର୍ବରୁ ମତ୍ସ୍ୟ…
୫ଦିନ ପରେ ଉଦ୍ଧାର ହେଲେ ଅମୃତ, ଟ୍ୟୁସନ ଯାଇ ନିଖୋଜ ଥିଲେ December 19, 2022 ନିର୍ଭୟ ମିଡ଼ିଆ : ନୟାଗଡ଼ : ୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମୃତ । ମା’ବାପା ପୁଅକୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ…
ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ December 17, 2022 ଏଜେନ୍ସୀ : ମୁମ୍ବାଇ : ଆଜି ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ହେଉଛନ୍ତି। ଉଭୟ ପରସ୍ପର ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଛି। ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମଭିଏ) ପକ୍ଷରୁ ଏକ ‘ହାଲା…
ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼। December 17, 2022 ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼। ପୁଣି ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି…