Month: December 2022

୨ ଘଣ୍ଟାରେ ୩ଥର ଥରିଲା ନେପାଳ

ଏଜେନ୍ସୀ : କାଠମାଣ୍ଡୁ : ମାତ୍ର ୨ ଘଣ୍ଟା ମଧ୍ୟରେ ୩ଟି ଭୂକମ୍ପ ଝଟକାରେ ଥରିଛି ନେପାଳ । ରାତି ୧.୨୩, ରାତି ୨.୦୩ ଓ ଭୋର ୩.୨୮ରେ ନେପାଳର ବାଗଲୁଙ୍ଗ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁ-କଶ୍ମୀରର ସିଧରାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଏଠାରେ ଚାଲିଥିବା ଏନକାଉଣ୍ଟରରେ ଟଳିଛନ୍ତି ୩ ଜଣ ଆତଙ୍କବାଦୀ । ୩ ଜଣ ଯାକ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ ଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସକାଳ…

ଜେଲରେ ୨ କଏଦୀଙ୍କ ମଧ୍ୟରେ ମାରପିଟ୍‌, ଜଣେ ଆହତ

ନିର୍ଭୟ ମିଡ଼ିଆ : ମାଲକାନଗିରି : ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି । ଜଣେ କଏଦୀ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମାଲକାନଗିର ସଦର ମହାକୁମାସ୍ଥିତ ଉପ କାରାଗାରରେ…

ଶୀତ ଋତୁରେ ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି । ଅଧିକାଂଶ ସ୍ଥାନରେ ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇଛି । ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ…

ଆଜି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ଭାଜ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୨୦୨୪ ଲଢ଼େଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର ଓ କର୍ମୀଙ୍କ ମଧ୍ୟରେ ବଢ଼ାଇବେ ଆଗ୍ରହ । ୨୦୧୯ ତୁଳନାରେ ୨୪…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।…

ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ

ନିର୍ଭୟ ମିଡ଼ିଆ : ନୟାଗଡ଼ : ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ନିଜକୁ ଅଟକାଇ ପାରିଲେନି ଶିକ୍ଷକ । ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ । ପିଲାଟିର ଜୀବନ ବଞ୍ଚିଗଲା, କିନ୍ତୁ ଶିକ୍ଷକ ଜଣଙ୍କ ବୁଡ଼ି…

ବରଫ ଝଡ଼ ଯୋଗୁଁ ୫୦ ମୃତ

ଏଜେନ୍ସୀ : ୱାଂଶିଟନ : ଜାରି ରହିଛି ବମ ସାଇକ୍ଲୋନର ତାଣ୍ଡବ । ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀ ବେହାଲ ହୋଇପଡିଛନ୍ତି । ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ପ୍ରବଳ ବରଫପାତ ଯୋଗୁ ଅନେକ…

ଭୀଷଣ ଥଣ୍ଡା ଯୋଗୁଁ ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ

ଏଜେନ୍ସୀ : ନୂଆଦିଲ୍ଲୀ : ଥଣ୍ଡାରେ ଥରୁଛି ପୂରା ଉତ୍ତର ଭାରତ । ରାଜଧାନୀ ଦିଲ୍ଲୀରେ ଶୀତ ସାଙ୍ଗକୁ ଘନ କୁହୁଡିର ଆଟାକ ଜାରି ରହିଛି । ଆଜି ପୂରା କୁହୁଡି କବଳରେ ରହିଛି ଦିଲ୍ଲୀ ଏନ୍‌ସିଆର । ଘନ କୁହୁଡି…

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ , ୫ ଜୀବନ୍ତ ଦଗ୍ଧ

ଏଜେନ୍ସୀ : ବିଶାଖାପଟନମ୍‌ : ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଦେଖୁ ଦେଖୁ ଜୀବନ୍ତ ଜଳି ଗଲେ ୫ ଜଣ । ଆନ୍ଧ୍ରପ୍ରଦେଶର ଅନକାପଲ୍ଲି ଜିଲ୍ଲାରେ ଏଭଳି କିଛି ଦୁର୍ଘଟଣା । ଅନକାପଲ୍ଲି ଜିଲ୍ଲାର ପାରୱାଡାରେ ଥିବା ଏକ ଫାର୍ମା…