Month: December 2022

ଆଜି ଲାଲୁଙ୍କ କିଡ଼ନୀ ପ୍ରତିରୋପଣ

ଏଜେନ୍ସୀ : ସିଙ୍ଗାପୁର : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ ହେବ କିଡ଼ନୀ ପ୍ରତିରୋପଣ । ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ ଏକ କିଡ଼ନୀ ଦାନ କରିବେ । ଏନେଇ ରୋହିଣୀ…

କଂଗ୍ରେସ ନେତାଙ୍କୁ ଆକ୍ରମଣ ଅଭିଯୋଗ, ୧୫ କିମି ଜଙ୍ଗଲରେ ଦୌଡି ବଞ୍ଚାଇଲେ ଜୀବନ

ଏଜେନ୍ସୀ : ଅହମ୍ମଦାବାଦ : ଆଜି ଆରମ୍ଭ ହୋଇଛି ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ତେବେ ଭୋଟି ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଉତ୍ତର ଗୁଜରାଟ ବନାସକାଣ୍ଟା ଦନ୍ତା ଆସନର କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ବିଧାୟକ…

ପିଓକେକୁ ଫେରାଇ ଆଣିବା ପାଇଁ ଏବେ ପ୍ରକୋଷ୍ଟ ସମୟ : ହରିଶ ରାୱତ

ଏଜେନ୍ସୀ : ନୂଆଦିଲ୍ଲୀ : ପାକିସ୍ତାନର ନୂତନ ସେନା ମୁଖ୍ୟ ଅମୀମ ମୁନିର ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ । ପିଓକେକୁ ଫେରାଇ ଆଣିବା ପାଇଁ…

ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛରେ ବ୍ଲାକମେଲ୍‌ କାହାଣୀ, ବନ୍ଧା ହେଲେ ୨ ଅଭିଯୁକ୍ତ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତୁ୍ୟ ଘଟଣାକୁ ନେଇ ୪ ମାସ ପୂର୍ବେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏବେ ଏହା ଉପରୁ ପରଦା…

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୧୦ ଆହତ

ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ…

ବିଧାନସଭା ଚାଲୁନି, ବିଜଦକୁ ଦରକାର ବିଧାନ ପରିଷଦ!

ନିର୍ଭୟ ମିଡିଆ : ଭୁବନେଶ୍ୱର : ୨୦୧୮ ସେପ୍ଟେମ୍ବର ୬ ତାରିଖ । ବିଧାନସଭାରେ ବିନା ବିରୋଧୀ ଦଳରେ ଗୃହୀତ ହେଲା ବିଧାନ ପରିଷଦ ଗଠନ ପ୍ରସ୍ତାବ । ଏଭଳି ପ୍ରସ୍ତାବକୁ ଦୃଢ଼ ସମର୍ଥନ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ରାଜ୍ୟରେ ଅଭିବୃଦ୍ଧି…

ବଙ୍ଗୋପ ସାଗରରେ ଭୂମିକମ୍ପ: ୫.୧ ତୀବ୍ରତାରେ ଦୋହଲିଲା ନୀଳ ଜଳରାଶି

ଏଜେନ୍ସୀ : ଢାକା : ଥରିଲା ସମୁଦ୍ର । ବଙ୍ଗୋପ ସାଗରରେ କମ୍ପନ । ଆଜି ସକାଳେ ବଙ୍ଗୋପସାଗରରେ ମ୍ମମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍‌ଡ଼ କରାଯାଇଛି । ନ୍ୟାସ୍‌ନାଲ୍‌ସେଣ୍ଟର ଫର୍‌…

ମେଡିକାଲ କଲେଜ ଦାବି, ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି କଂଗ୍ରେସ । ଆଜି ସକାଳ ୬ଟାରୁ ଏହି ବନ୍ଦ…

ଆଜି ନେତା ବାଛିବେ ପଦ୍ମପୁରବାସୀ, ମତଦାନ ଆରମ୍ଭ

ନିର୍ଭୟ ମିଡ଼ିଆ : ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଭୋଟ୍‌ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ…

ତୃତୀୟ ସଂସ୍କରଣରେ ଆଶାଠୁ ଅଧିକ:ଆସିଛି ୧୦ ଲକ୍ଷ ୪୮ ହଜାର କୋଟିର ପ୍ରସ୍ତାବ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ତୃତୀୟ ସଂସ୍କରଣରେ ମିଳିଛି ଆଶାଠୁ ଅଧିକ ସଫଳ । ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି କନ୍‌କ୍ଳେଭର ଉଦ୍‌ଯାପନୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିଲା ବେଳେ ରବିବାର ମଧ୍ୟ ଖୋଲା ରହିବ ସାଧାରଣ ଜନତାଙ୍କ ପାଇଁ…