Month: December 2022

ରୁଷରେ ଦାହ ସଂସ୍କାର ମଧ୍ୟ କରାଯାଏ : ଋଷିଆ ଦୂତାବାସ

ନିର୍ଭୟ ମିଡ଼ିଆ : ରାୟଗଡ଼ା : ରାୟଗଡ଼ାରେ ୨ ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ପରେ ସେମାନଙ୍କର ଅନ୍ତିମ ସଂସ୍କାରକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉଠିଥିଲା, ତାକୁ ନେଇ ସ୍ପଷ୍ଟୀକରଣ ରଖିଛି ରୁଷିଆର ଦୂତାବାସ…

ଜଳନ୍ତା କାର୍‌ର କାଚ ଭାଙ୍ଗି ଡେଇଁ ପଡ଼ିବାରୁ ବଞ୍ଚିଗଲେ ପନ୍ତ

ଏଜେନ୍ସୀ : ଡେରାଡୁନ : ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଆଜି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କ ମର୍ସିଡିଜ୍‌ କାର୍‌ ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡରରେ ପିଟି ହୋଇ କାର୍‌ରେ ନିଆଁ…

ଏବର୍ଷ ବି ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏବର୍ଷ ବି ଗଣତନ୍ତ୍ର ଦିବସ ପ୍ୟାରେଡ୍‌ ବେଳେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ଭାରତ ସରକାରଙ୍କ ପକ୍ଷରୁ ୧୬ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଅନୁମତି ମିଳିଛି । ଏହି ୧୬ ଟିକିଆ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନଙ୍କ ପରଲୋକ

ଏଜେନ୍ସୀ : ଗାନ୍ଧିନଗର : ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ। ବିନା ଆଡମ୍ବରରେ ତାଙ୍କର ଶେଷକୃତ୍ୟ ଶେଷ କରିଛନ୍ତି ପରିବାର ଲୋକ। ଗାନ୍ଧି ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।…

କେନ୍ଦ୍ର ସରକାରଙ୍କୁ ୨ କୋଟି ମାଗଣା ଟିକା ଦେବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଥରେ ଏକ ଭୟଙ୍କର ରୂପରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ ସିରମ୍‌ ଇନଷ୍ଟିଚ୍ୟୁଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍‌ମାଗଣାରେ ଯୋଗାଇ…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ , ୧୦ ଜୀବନ୍ତ ଦଗ୍ଦ

ଏଜେନ୍ସୀ : ନୂଆଦିଲ୍ଲୀ : ଥାଇଲାଣ୍ଡ ସୀମା କାମ୍ବୋଡ଼ିଆର ହୋଟେଲ କାସିନୋରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଗଟିଛି । ବୁଧବାର ରାତି ୧୧ଟା୩୦ରେ ଗ୍ରାଣ୍ଡ ଡାଇମଣ୍ଡ ସିଟିର ହୋଟେଲ କାସିନୋରେ ଏହି ଅଘଟଣ…

ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ବେଳେ ଦଳାଚକଟା, ୮ ମୃତ

ଏଜେନ୍ସୀ : ନେଲୋର : ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ବେଳେ ଦଳାଚକଟା । ଅଘଟଣରେ ୮ ମୃତ । ସମସ୍ତ ମୃତକ ୮ ଟିଡିପି କର୍ମୀ । ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କାନ୍ଦୁକୁରୁରେ…

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାକୁ ମିଳିବ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ମାସେ ଭିତରେ ଓଡ଼ିଶାକୁ ମିଳିବ ୫ଜି ସେବା । ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା ମିଳିବ । ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ…

ଲୁଗା ଗୋଦାମରେ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଥାନା ଛକରେ ଥିବା ସୁଭଦ୍ରା ଲୁଗା ଗୋଦାମରେ ଅଗ୍ନିକାନ୍ଦ ଘଟିଛି । ନିଆଁରେ ଲକ୍ଷାଧିକ ଟଙ୍କାର ଲୁଗାପଟା, ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଆଜି ଭୋରରୁ ଲୁଗା…

କେରଳରେ ୫୬ଟି ସ୍ଥାନରେ ପିଏଫଆଇର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ପିଏଫଆଇର ଲିଙ୍କ୍‌ରେ ଆଜି ସକାଳେ କେରଳର ୫୬ଟି ସ୍ଥାନରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ପକ୍ଷରୁ ଚଢ଼ାଉ କରାଯାଇଛି । ଯେଉଁମାନେ ପିଏଫଆଇ ଲିଙ୍କରେ ଅଛନ୍ତି ସେମାନଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି…