Month: December 2022

ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା

ଏଜେନ୍ସୀ : ନୂଆଦିଲ୍ଲୀ : ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ ଖ୍ରୀଷ୍ଟମାସ ଆସୁଥିବାରୁ…

ଭୟଙ୍କର ଭୂସ୍ଖଳନ: ମାଟି ତଳେ ଦବିଗଲା ବସ୍‌, ୩୪ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ହଠାତ୍‌ ଚାହୁଁ ଚାହୁଁ ପାହାଡ ଉପରୁ ଧସିଆସିଲା ମାଟି । ମାଟି ଅତଡା ତଳେ ପୋତି ହୋଇଗଲା ଯାତ୍ରୀବାହୀ ବସ୍‌ ସମତେ ଅନେକ ଘର । ଏଭଳି କିଛି ଭୟଙ୍କର ଭୂସ୍ଖଳନ ପୁଣିଥରେ କଲମ୍ବିଆରେ ଘଟିଛି…

ବିଦେଶାଗତ ପକ୍ଷୀଙ୍କୁ ଶିକାର କରି ନେଉଥିଲେ ଶିକାରୀ, ପହଞ୍ଚିଗଲା ବନ ବିଭାଗ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଚିଲିକାକୁ ବିଦେଶୀ ପକ୍ଷୀଙ୍କୁ ଆଗମନ ସମୟରେ ସକ୍ରିୟ ହୋଇପଡ଼ିଛନ୍ତି ପକ୍ଷୀ ଶିକାରୀ । ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୫ଟି ବିଦେଶାଗତ ପକ୍ଷୀଙ୍କୁ ଜବତ କରିବା ସହ ଜଣେ…

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ଅଧିକାରୀ ଜଣକ ହେଉଛନ୍ତି ଖୋର୍ଦ୍ଧାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ…

ଆଜିଠୁ ୭ ଦିନିଆ ରିମାନ୍ଦରେ ଯିବେ ଅର୍ଚ୍ଚନା, ଘାଣ୍ଟିବ ଇଡି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲେଡି ବ୍ଲାକମେଲର ତଥା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି…

ବଙ୍ଗୋପ ସାଗରରେ ଆସୁଛି ବାତ୍ୟା !

ଏଜେନ୍ସୀ : ନୂଆଦିଲ୍ଲୀ : ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର…

ଧାଡ଼ିରେ ଆସି ଭୋଟ୍‌ ଦେଲେ ମୋଦି

ଏଜେନ୍ସୀ : ଅହମ୍ମଦାବାଦ : ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍‌ ସ୍କୁଲ ବୁଥରେ ଭୋଟ୍‌…

ମୁଣ୍ଡ ନୁଆଁଇଲେ ଇରାନ୍‌ ସରକାର, ହଟିଲା ମୋରାଲିଟି ପୁଲିସ

ଏଜେନ୍ସୀ : ତେହରାନ : ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଆଁଇଲେ ଇରାନ୍‌ ସରକାର । ଚାରିଆଡୁ ଚାପ ବଢ଼ିବା ପରେ ଇବ୍ରାହିମ ରଇସିଙ୍କ ଅତି ରକ୍ଷଣଶୀଳ ସରକାର ରବିବାର ମୋରାଲିଟି ପୁଲିସକୁ ଉଚ୍ଛେଦ କରିଛି ।…

ଉପନିର୍ବାଚନ: ୫ରାଜ୍ୟର ୬ ବିଧାନସଭା ଓ ୧ ଲୋକସଭା ଆସନ ପାଇଁ ଭୋଟିଂ

ଏଜେନ୍ସୀ : ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମେନପୁରୀ ଲୋକସଭା ସିଟ୍‌ ଓ ୫ ରାଜ୍ୟର ୬ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ଉପନିର୍ବାଚନ । ସକାଳ ୭ଟାରୁ ଏହି ସବୁ ଆସନରେ ଚାଲିଛି ଭୋଟି । ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ…

ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୯୩ଟି ଆସନରେ ଚାଲିଛି ଭୋଟିଂ

ଏଜେନ୍ସୀ : ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱି୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୮ଟାରୁ ଚାଲିଛି ଭୋଟି । ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ ୯୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି ।…