Month: December 2022

ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ତାର, ପଡ଼ିଗଲେ ମହିଳା

ନିର୍ଭୟ ମିଡ଼ିଆ : ଦେବଗଡ଼ : ଜନ୍ତୁ ଶିକାର ପାଇଁ ରାସ୍ତାରେ ବିଛାଯାଇଥିଲା ବିଦ୍ୟୁତ ତାର । ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଟାଇଁସର ଗାଁରେ ।…

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ: ଭାଜପାକୁ ପଛରେ ପକାଇଲା ଆପ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମହାନଗର ନିଗମରେ(ଏମସିଡି) କିଏ ବାଜି ମାରିବ? ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଥିବା ଭାଜପା ପାଇଁ ଚଳିତ ନିର୍ବାଚନ ଟକ୍କର ଭରା ହୋଇଛି । ଭାଜପା ପାଇଁ ମୁଖ୍ୟ ଚାଲେଞ୍ଜ ହୋଇଛି…

ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ହାଇ ଆଲର୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ (କେନ୍ଦ୍ର ଶାସିତ ଅଞ୍ଚଳ) ପାଇଁ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡି ଅନୁଯାୟୀ, ଚେନ୍ନାଇରୁ…

ବ୍ଲାକ୍‌ରୋଜ ମାମଲାର ଡୋରି ବାନ୍ଧିବାକୁ ବାଧ୍ୟ ହେଲା ସିବିଆଇ

ନିର୍ଭୟ ମିଡିଆ : ଭୁବନେଶ୍ୱର : ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତର ଦଫାରଫା କରିଦେଲେ ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ପ୍ରଦୀପ ପ୍ରଧାନ ଓ ସତ୍ୟ ନାୟକ ।…

ଆଜିଠୁ ଶୀତ ଅଧିବେଶନ

ଏଜେନ୍ସୀ : ନୂଆଦିଲ୍ଲୀ : ବୁଧବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଡିସେମ୍ବର ୨୯ ଯାଏ ଚାଲିବ । ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିବେଶନକୁ ମାସେ ଆଗକୁ ବଢାଯାଇଥିଲା । ଏହି ଅଧିବେଶନରେ…

ଭାଜପା କର୍ମୀଙ୍କୁ ରାହୁଲ ଦେଲେ ଫ୍ଲାଇଂ କିସ୍‌

ଏଜେନ୍ସୀ : ଜୟପୁର : ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପୁଣି ଥରେ ରାହୁଲଙ୍କ ଦେଖିବାକୁ ମିଳିଛି ନୂଆ ରୂପ । ମଙ୍ଗଳବାର ଏକ କୌତୁହଳ ଢଙ୍ଗରେ ସେ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା ।…

ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଆକ୍ରମଣ କଲା ମହୁମାଛି

ନିର୍ଭୟ ମିଡ଼ିଆ : ମାଲକାନଗିରି : ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ଗୋରାଖପାଲ୍ଲି ଗାଁର ଏଭଳି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଗାଙ୍ଗୀ ପାଇଦା ।…

ଝିଅ ବିବାହ ପାଇଁ ଟଙ୍କା ରଖିଥିଲେ, ଚୁନ ମାରି ନେଇଗଲେ ସାଇବର ଲୁଟେରା

ନିର୍ଭୟ ମିଡ଼ିଆ : ମାଲକାନଗିରି : ଝିଅ ବିବାହ କରିବା ପାଇଁ ବାପା ସଞ୍ଚିତ କରି ରଖିଥିଲା ଟଙ୍କା । ସବୁ ଟଙ୍କା ଚୁନ ମାରି ନେଇଗଲା ସାଇବର ଲୁଟେରା ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । କାଲିମେଳା ବ୍ଲକର…

ଟିଏମ୍‌ସି ମୁଖପାତ୍ରଙ୍କୁ ବିମାନ ବନ୍ଦରରୁ ଉଠାଇ ନେଲା ପୁଲିସ

ଏଜେନ୍ସୀ : ନୂଆଦିଲ୍ଲୀ : ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଗିରଫ ହୋଇଛନ୍ତି । ସୋମବାର ରାଜସ୍ଥାନ ସ୍ଥିତ ଜୟପୁର ବିମାନ ବନ୍ଦରରୁ ପୁଲିସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜାଙ୍କ ଅତି ନିକଟତର କୁହାଯାଉଥିବା ଟିଏମ୍‌ସି ନେତା ସାକେତ ଗୋଖେଲଙ୍କୁ ଗିରଫ…

ବାବ୍ରୀ ବିଧ୍ୱଂସକୁ ପୂରିଲା ୩୦ ବର୍ଷ, ମସଜିଦ ଭିତରେ ହନୁମାନ ଚାଳିଶା ପାଠ ଘୋଷଣା

ଏଜେନ୍ସୀ : ନୂଆଦିଲ୍ଲୀ : ବାବ୍ରୀ ମସ୍‌ଜିଦ ବିଧ୍ୱଂସ ଘଟଣାକୁ ନେଇ ପାଖପାଖି ୩ ଦଶନ୍ଦି ବିତିଗଲାଣି । ୧୯୯୨ ଡିସେମ୍ବର ୬ ତଥା ଆଜିର ଦିନରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା । ତେବେ ଏହି ବର୍ଷ ପୂର୍ତ୍ତି ଅବସରରେ…